Browsing Tag

nunchuck dance of bear

କରାଟେ କରୁଛି ୪ ବର୍ଷର ଭାଲୁ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭାଲୁର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଲୋକମାନେ ମଧ୍ୟ ପସନ୍ଦ କରୁଥିବା ଦେଖାଯାଇଛି। ଭିଡିଓରେ ଭାଲୁଟି ପାରମ୍ପରିକ ମାର୍ଶଲ ଆର୍ଟ କରୁଥିବା ଦେଖାଯାଇଛି। ଭାଲୁଟି ହାତରେ ମାର୍ଶଲ ଆର୍ଟ ବେଳେ ହାତରେ ଧରାଯାଉଥିବା ଏକ ସ୍ୱତନ୍ତ୍ର ଉପକରଣ ଧରି ଖେଳୁଛି।…