ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ରଖିବାର ଲାଇସେନ୍ସ; ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରି…
ବିଜେପିରୁ ବହିଷ୍କୃତ ନେତା ନୂପୁର ଶର୍ମାଙ୍କୁ ବନ୍ଧୁକର ଲାଇସେନ୍ସ ମିଳିଛି। କୁହାଯାଉଛି ଯେ ଆତ୍ମରକ୍ଷା ପାଇଁ ତାଙ୍କୁ ଏହି ଲାଇସେନ୍ସ ମିଳିଛି। ନୂପୁର ଶର୍ମା ବିଜେପିରେ ପ୍ରବକ୍ତା ଥିଲେ। ଏକ ଟିଭି ଡିବେଟ୍ରେ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ସେ ଚର୍ଚ୍ଚାକୁ…