Browsing Tag

nurder case

ଦେବଗଡରେ ଅଭାବନୀୟ ଘଟଣା : ପୁଅର ଛୁରା ମାଡରେ ବାପାର ମୃତ୍ୟୁ

ଦେବଗଡ(କେନ୍ୟୁଜ୍‌) : ନୂଆ ବର୍ଷରେ ପୁଅର ଅମାନବୀୟ କାଣ୍ଡ l ସାମାନ୍ୟ ମଦ ପାଇଁ ବାପାକୁ କଲା ହତ୍ୟା । ଏଭଳି ଅଭାବନୀୟ ଅଘଟଣ ଦେଖିବାକୁ ମିଳିଛି ଦେବଗଡରେ । ନୂଆ ବର୍ଷ ପାଳନ ପାଇଁ ମଦ ପିଇବାକୁ ଟଙ୍କା ନ ଦେବାରୁ ବାପାକୁ ଛୁରୀରେ ଆକ୍ରମଣ କରି ହତ୍ୟା କଲା ପୁଅ l ଦେବଗଡ଼ ଥାନା ଅନ୍ତର୍ଗତ…

ପ୍ରେମ ଜନିତ କାରଣରୁ ବୀଭତ୍ସ ହତ୍ୟାକାଣ୍ଡ, ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଗୁଡ଼ା(କେନ୍ୟୁଜ୍): ପ୍ରେମ ଜନିତ କାରଣରୁ ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟା ପରେ ଯୁବକଙ୍କ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଦେଲେ ଅଭିଯୁକ୍ତ । ବାଲିଗୁଡା ଥାନା ପୁଟକିବାଲି ଗାଁ ନିକଟସ୍ଥ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ବାଲିଗୁଡା ପୋଲିସ । ମୃତକ ହେଲେ ବୌଦ୍ଧ ଜିଲ୍ଲା…