Browsing Tag

nurse

ମେଡିକାଲ ଅଫିସର ବମ୍ପର ପଦବୀ ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ନର୍ସିଂ କୋର୍ସ କରିଥିଲେ ଆପଣଙ୍କ ପାଇଁ ଖୁସି ଖବର । ଡ. ରାମ ମନୋହର ଲୋହିୟା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଲକ୍ଷ୍ନୌ ପକ୍ଷରୁ ମେଡିକାଲ ଅଫିସର ପଦବୀ ଖାଲିପଡିଛି । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଫଟାଫଟ ଅଫିସିଆଲ ସାଇଟ drrmlims.ac.in କୁ…

ନବଜାତଙ୍କ ଶିରାରେ ପବନ ଏବଂ ଇନସୁଲିନ ଭରି ହତ୍ୟା କରିଥିଲେ ନର୍ସ, ଭାରତୀୟ ବଂଶୋଦ୍ଭବ ଡାକ୍ତର ଧରାଇଦେଲେ

୭ଜଣ ନବଜାତକଙ୍କୁ ହତ୍ୟା କରିଥିବା ଏବଂ ଆଉ ୬ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଇଂଲଣ୍ଡର ଚେଷ୍ଟର୍ ହସ୍ପିଟାଲର ଜଣେ ନର୍ସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚେଷ୍ଟର୍ ହସ୍ପିଟାଲରେ କାମ କରୁଥିବା ନର୍ସ ଲୁସି ଲେଟବୀଙ୍କୁ ମାଞ୍ଚେଷ୍ଟର କ୍ରାଉନ କୋର୍ଟ ହତ୍ୟା ଏବଂ ହତ୍ୟା କରିବାକୁ ଉଦ୍ୟମ…

ରାକ୍ଷସ ପାଲଟିଗଲେ! ସ୍ୱାସ୍ଥ୍ୟକେନ୍ଦ୍ରରେ ନର୍ସଙ୍କ ଗୋଡ଼ହାତ ବାନ୍ଧି ଗଣଦୁଷ୍କର୍ମ; ଏକୁଟିଆ ଦେଖି ପଶିଥିଲେ ୪ ଯୁବକ…

ଛତିଶଗଡ଼ର ମନେନ୍ଦ୍ରଗଡ଼ ଜିଲ୍ଲା ଚିରମିରିରେ ଜଣେ ନର୍ସଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏଥିରେ ୪ ଜଣ ସମ୍ପୃକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ଦୁଷ୍କର୍ମ କଲା ବେଳେ ଏହାର ଭିଡିଓ ମଧ୍ୟ ମୋବାଇଲରେ ରେକର୍ଡ କରିଥିଲେ। ଏଥି ସହିତ…

ପାରାଦୀପ ପୋର୍ଟ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ମାରି ଦିଆଯାଇଥିବା ଅଭିଯୋଗ କଲେ ଉତ୍ତ୍ୟକ୍ତ…

ପାରାଦୀପ (କେନ୍ୟୁଜ): ପାରାଦୀପ ପୋର୍ଟ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଷ୍ଟାଫ ନର୍ସ ନିବେଦିତା ଜେନାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରି ଶତାଧିକ ଲୋକ ହସ୍ପିଟାଲ ଘେରାଉ କରିଛନ୍ତି । ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ଓ…

କରୋନା ଟିକା ନ ଦେଇ ଖାଲି ଛୁଞ୍ଚି ଫୋଡ଼ିଲେ ନର୍ସ, ଦେଖନ୍ତୁ ଭିଡିଓ

ଦେଶରେ କରୋନା ଟୀକାକରଣ ବିଷୟରେ ଲୋକଙ୍କୁ ନିରନ୍ତର ଭାବେ ଅବଗତ କରାଯାଉଅଛି । କିନ୍ତୁ ଏହି ପ୍ରକ୍ରିୟାରେ ଅକେକ ସ୍ଥାନରେ ଅବହେଳା ଏବଂ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି । ବିହାରର ଛପରା ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି , ଯାହାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାବେ…

କଟକ: ଚିନ୍ତାଗ୍ରସ୍ତ ହୋଇ କାମ କରୁଛନ୍ତି କ୍ୟାନସର ହସ୍ପିଟାଲର ନର୍ସ, ଭଡା ଘର ଛାଡିବାକୁ ମାଲିକମାନେ ପକାଉଛନ୍ତି ଚାପ

କଟକ(କେନ୍ୟୁଜ୍): କରୋନାକୁ ଦମନ କରିବାରେ ଯେଉଁ ମାନଙ୍କ ଅବଦାନ ସବ୍ରାଗ୍ରେ ରହୁଛି ସେମାନଙ୍କୁ ସମାଜ ଦେଖୁଛି ଏକ ଭିନ୍ନ ଦୃଷ୍ଟିରେ । ସମ୍ମାନ ତ ଦୂରର କଥା ଘର ଛାଡିବାକୁ ମିଳୁଛି  ଧମକ। ଦିନ ରାତି ଏକ କରି ଯେଉଁ ମହାମରିକୁ ଦମନ କରିବାରେ ଲାଗିଛନ୍ତି ଆଗଧାଡିର କରୋନା ଯୋଦ୍ଧା ସେମାନଙ୍କୁ…

ଧାରଣାରୁ ହଟିଲେ ବ୍ରହ୍ମପୁର MKCG ମେଡିକାଲ କଲେଜର କାର୍ଯ୍ୟରତ ନର୍ସ

ବ୍ରହ୍ମପୁର : ଧାରଣାରୁ ହଟିଲେ ବ୍ରହ୍ମପୁର MKCG ମେଡିକାଲ କଲେଜର କାର୍ଯ୍ୟରତ ନର୍ସ। ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ନର୍ସମାନେ ଧାରଣାରୁ ହଟିଛନ୍ତି। କୋଭିଡ୍‌ ହସ୍‌ପିଟାଲରେ କାର୍ଯ୍ୟ କରୁଥିବା ନର୍ସମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଉପକରଣ ପ୍ରଦାନ ସହ ଆନୁସଙ୍ଗିକ ସୁବିଧା…

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ବି ଶୁଣିଲେନି ଘର ମାଲିକ, ରାତି ଅଧରେ ୨ ନର୍ସଙ୍କୁ ତଡ଼ିଦେଲେ

କରୋନା ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ ନିଜ କବ୍ଜାକୁ ନେଇସାରିଲାଣି। ପ୍ରତିଦିନ ଏହି ମାରାତ୍ମକ ଭାଇରସ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ମାତ୍ର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଡାକ୍ତର ଓ ନର୍ସମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ଲାଗିପଡିଛନ୍ତି। କିନ୍ତୁ ଏବେ ବି କିଛି…

ରୋଗୀଙ୍କ ନକଲ କରିବାକୁ ଯାଇ ନର୍ସ ବନାଇଲେ TikTok Video, ଏବେ ଲୋକେ କହୁଛନ୍ତି ଏପରି

ସୋସିଆଲ ମିଡିଆରେ ଜଣେ ନର୍ସଙ୍କ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଜଣେ ରୋଗୀଙ୍କ ନକଲ କରୁଥିବାର ଦେଖିବାକୁ ମିଳୁଛି। ଟୁଇଟରରେ ଡି ରୋଜ ନାମ୍ନୀ ଜଣେ ୟୁଜର ଏକ ଟିକ୍‌ଟକ ଭିଡିଓ ଶେୟାର କରିଛନ୍ତି। ଏଥିରେ ରୋଜ ରୋଗୀ ଏବଂ ନର୍ସ, ଦୁଇଟି ରୂପରେ ନଜର ଆସୁଛନ୍ତି। ଭିଡିଓରେ ରୋଗୀ…

ଆମ୍ବୁଲାନ୍ସ ଭିତରେ ଚିକିତ୍ସା କରୁଥିଲେ ନର୍ସ, ରୋଗୀ କଲେ ଯୌନ ଶୋଷଣ!

ରୋଗୀଙ୍କୁ ଆମ୍ବୁଲାନ୍ସରେ ବସାଇ ଚିକିତ୍ସା କରୁଥିବା ବେଳେ ଜଣେ ନର୍ସ ଯୌନ ଶୋଷଣର ଶିକାର ହୋଇଛନ୍ତି। ରୋଗୀ ଜଣକ ତାଙ୍କୁ ଆମ୍ବୁଲାନ୍ସ ଭିତରେ ଦୁଷ୍କର୍ମ କରିଛନ୍ତି। ଘଟଣା ଘଟିଛି ଲଣ୍ଡନରେ। ୨୫ ବର୍ଷୀୟା ଏହି ନର୍ସ କହିଛନ୍ତି, ମାରପିଟରେ ଆହତ ହୋଇଥିବା ଜଣେ ଯୁବକଙ୍କୁ ସେ ଆମ୍ବୁଲାନ୍ସରେ…

ଗତ ୧୨ ବର୍ଷ ଧରି ହସ୍ପିଟାଲରେ ଜନ୍ମ ହେଉଥିବା ଶିଶୁଙ୍କୁ ବଦଳାଇ ଦେଉଥିଲେ ଏହି ନର୍ସ, ଜାଣନ୍ତୁ କାହିଁକି

ଆପଣମାନେ ଅଧିକାଂଶ ସମୟରେ ଶୁଣିଥିବେ କି ଭାଇ-ଭଉଣୀ ନିଜ ନିଜ ଭିତରେ ଝଗଡା ହେବା ସମୟରେ କହିଦେଇଥାନ୍ତି କି ତତେ ହସ୍ପିଟାଲରେ ବଦଳି ଦିଆଯାଇଥିଲା କିମ୍ବା ତୁ ମୋର ଭାଇ କି ଭଉଣୀ ନୁହେଁ। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏପରି ଏକ ସତ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଜଣେ ନର୍ସ…

ଜନ୍ମ ପରେ ରାହୁଲଙ୍କୁ ପ୍ରଥମେ କୋଳରେ ଧରିଥିଲେ ଏହି ମହିଳା, ୪୯ ବର୍ଷ ପରେ ଭେଟିଲେ କଂଗ୍ରେସ୍ ଅଧ୍ୟକ୍ଷ

କେରଳ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ୱାଇନଡରେ ତିନି ଦିନ ଭ୍ରମଣ କରିବାକୁ ଯାଇଛନ୍ତି।ଏହି ଅବସରରେ ରବିବାର ଦିନ ଖୋଝୀକୋଡରେ ନିଜ ସମର୍ଥକଙ୍କ ସହ ରୋଡ ଶୋ କରିଥିଲେ। ଏହି ରୋଡ ଶୋ କରିବାର କିଛି ସମୟ ପୂର୍ବରୁ ରାଜମ୍ମା ନାମକ ଜଣେ ଅବସର ପ୍ରାପ୍ତ ନର୍ସଙ୍କ ସହ ଦେଖା…