Browsing Tag

nursing staff

ବଦଳିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାମ କରୁଥିବା ନର୍ସଙ୍କ ଡ୍ରେସ କୋଡ

ବଦଳିଲା ନର୍ସଙ୍କ ଡ୍ରେସକୋଡ ।  ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାମ କରୁଥିବା ନର୍ସଙ୍କ ଡ୍ରେସ କୋଡ ବଦଳିଛି ।  ଇଷତ ବାଇଗଣୀ ରଙ୍ଗର ଡ୍ରେସ ପିନ୍ଧିବେ ସିନିୟର ନର୍ସିଂ ଅଫିସର ।  ଆସିଷ୍ଟାଷ୍ଟ ନର୍ସିଂ ସୁପରିଣ୍ଟେଣ୍ତେଣ୍ଟ ସିଆନ ବ୍ଲୁ ରଙ୍ଗର ପୋଷାକ ପିନ୍ଧିବେ । ସେହିପରି ଡେପୁଟୀ ନର୍ସିଂ…

ଦ୍ବିତୀୟ ଦିନରେ ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : ଦ୍ବିତୀୟ ଦିନରେ ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ । କୌଣସି ଜରୁରୀ ସେବାରେ ଯୋଗ ଦେଉନାହାନ୍ତି  । ଏସମା ଲାଗୁ ସତ୍ତ୍ବେ ନର୍ସିଂ ଅଫିସର ସଂଘ ଦାବି ପୂରଣ ନେଇ ନିଜ ଜିଦରେ ଅଟଳ ରହିଛି  । ସ୍ୱାସ୍ଥ୍ୟ ମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ନୁହେଁ ନର୍ସିଂ ଅଫିସରଙ୍କ…

ଜାରି ରହିଛି ନର୍ସିଂ ଆନ୍ଦୋଳନ, କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ହେବେ ନର୍ସ

ଭୁବନେଶ୍ୱର : ଦାବି ଶୁଣିଲେନି ସରକାର, ଅଟଳ ନର୍ସ । ରାଜ୍ୟ ସରକାର-ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ। ଦୃଢ ପ୍ରତିଶୃତି ନମିଳିବାରୁ ରାଜ୍ଯରେ ନର୍ସିଂ ଆନ୍ଦୋଳନ ଜାରି। ଆଜି ବି କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ହେବେ ନର୍ସ । କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ…

ଆଜି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ କର୍ମଚାରୀ ସଂଘ

ଭୁବନେଶ୍ୱର : ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ ଅଫିସର। ରାଜ୍ୟ ସରକାରଙ୍କ ସହ ଆଲୋଚନା ବି ହେବ ।  ଆଜି ସକାଳ ୮ଟାରୁ ନର୍ସିଂ କର୍ମଚାରୀ ସଂଘ ସ୍ଥଗିତ ରଖିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପୁଣି ଓହ୍ଲାଇବ । ୧୦ ଦଫା ଦାବିରେ ଧର୍ମଘଟ କରିବ ସଂଘ । ଜରୁରୀସେବାକୁ ବାଦ ଦେଲେ ଅନ୍ୟ…

ଗର୍ଜିଲେ ନର୍ସିଂ ଷ୍ଟାଫ୍, ୧୦ ଦଫା ଦାବି ନେଇ ପିଏମଜିରେ ଶହ ଶହ ନର୍ସିଂ କର୍ମଚାରୀ

ଭୁବନେଶ୍ବର : ଗର୍ଜିଲେ ନର୍ସିଂ ଷ୍ଟାଫ୍ । ଭୁବନେଶ୍ବର ପିଏମଜିରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ । ୧୦ ଦଫା ଦାବି ନେଇ ଶହ ଶହ ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୦୧୩ ମସିହା ନଭେମ୍ବରରୁ ନିଯୁକ୍ତ ନର୍ସିଂ ଅଫିସରଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରିରେ ମିଶାଇ…

ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ, ୧୦ ଦଫା ଦାବୀରେ କାର୍ଯ୍ୟବନ୍ଦ

କଟକ : କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେଲା ଓଡିଶା ନର୍ସିଂ କର୍ମଚାରୀ ସଂଘ । ୧୦ ଦଫା ଦାବୀ ପୁରଣ ନ ହେଲେ ୨୭ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେଇଛି ସଂଘ । ସେପଟେ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲରେ ଆଜିଠାରୁ ୨୦ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କାର୍ଯ୍ୟ…

ନର୍ସିଂ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ନେଇ ପ୍ରତିବନ୍ଧକ ହଟାଇଲେ ଓଡିଶା ହାଇକୋର୍ଟ

ନର୍ସିଂ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ନେଇ ହଟିଲା ରୋକ। ପ୍ରତିବନ୍ଧକ ହଟାଇଲେ ଓଡିଶା ହାଇକୋର୍ଟ। ୩୦ଟି ଜିଲ୍ଲା ଓ ବିଭିନ୍ନ ମେଡିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ହଟାଇଛନ୍ତି ହାଇକୋର୍ଟ। ନର୍ସିଂ ଅଫିସର ଓ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପ୍ରକ୍ରିୟା ସ୍ଵାଭାବିକ…

୨ ରୁ ୪ ଯାଏଁ ରାଜ୍ଯର ସମସ୍ତ ମେଡିକାଲ କଲେଜ ଓ ଡାକ୍ତରଖାନା ଆଗରେ ପ୍ରତିବାଦ କରିବେ ସମସ୍ତ ନର୍ସ,କାଲିଠାରୁ ପିନ୍ଧିବେ…

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଠାରୁ ୧ ତାରିଖ ଯାଏଁ କଳାବ୍ୟାଜ୍ ପିନ୍ଧିବେ ରାଜ୍ୟର ସମସ୍ତ ନର୍ସ। ୨ ରୁ ୪ ଯାଏଁ ରୋଗୀ ସେବାରେ ଅବହେଳା ନକରି ରାଜ୍ଯର ସମସ୍ତ ମେଡିକାଲ କଲେଜ ଓ ଡାକ୍ତରଖାନା ଆଗରେ ପ୍ରତିବାଦ କରିବେ। ଏହା ସହ ଚାକିରି ସମସ୍ୟା ନେଇ ମଧ୍ଯ ପ୍ରତିବାଦ କରିବେ । ଆଜି ଏକ…