କାହିଁକି ଜୀବନ ହାରିଲେ ନର୍ସିଂ ଛାତ୍ରୀ? ହଷ୍ଟେଲ ୱାର୍ଡେନ୍ ଓ ସହପାଠିନୀ ମାନଙ୍କ ବୟାନ୍ ରେକର୍ଡ
ଭୁବନେଶ୍ୱର(କେନ୍ୟୁଜ୍): କାହିଁକି ଜୀବନ ହାରିଲେ ନର୍ସିଂ ଛାତ୍ରୀ । କାରଣ ଖୋଜିବା ପାଇଁ ହଷ୍ଟେଲ ୱାର୍ଡେନ୍ ଓ ସହପାଠିନୀ ମାନଙ୍କ ବୟାନ୍ ରେକର୍ଡ କରୁଛି ପୋଲିସ। ହଷ୍ଟେଲରୁ ମୃତ ଛାତ୍ରୀ କୁନି କହଁରଙ୍କ ଏକ ଖାତା ଜବତ କରିଛି ପୋଲିସ। କଣ ଲେଖା ରହିଚି ଖାତାରେ ସେନେଇ ଯାଞ୍ଚ ଚାଲିଛି।…