ମା ଦୁର୍ଗାଙ୍କୁ ସମର୍ପିତ ଏହି ଗୀତରେ ନଜର ଆସିଲେ ନୁରସତ୍ ଜହାଁ, ମିମୀ ଚକ୍ରବର୍ତ୍ତୀଙ୍କ ସହିତ ଶୁଭଶ୍ରୀ ଗାଙ୍ଗୁଲି:…
୨୦୧୯ର ସାରଦୀୟ ନବରାତ୍ରୀ ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଯାଉଛି । ନବରାତ୍ରୀ ପୂର୍ବରୁ ୟୁଟ୍ୟୁବ୍ ରେ ଏକ ବଙ୍ଗାଳୀ ଗୀତ ରିଲିଜ୍ ହୋଇଛି । ଏହି ଗୀତଟିରେ ଟିଏମସି ସାଂସଦ ନୁସରତ୍ ଜହାଁ ଏବଂ ମିମୀ ଚକ୍ରବର୍ତ୍ତୀ ଟ୍ରାଡିସନାଲ୍ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତିତ…