Browsing Tag

nusrat jahan

ସୁଇମିଂ ପୁଲ୍‌ରେ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଗର୍ଭବତୀ ନୁସରତ ଜାହାଁ

ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ଦିନ ହେଲା ସ୍ୱାମୀ ନିଖିଲ ଜୈନଙ୍କ ସହ ବିବାଦ ଓ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ଥିବାବେଳେ ଆଜି ଫ୍ୟାନ୍ସଙ୍କ ମନୋରଞ୍ଜନ ପାଇଁ ଅଭିନେତ୍ରୀ ଲଗାତାର ପୋଷ୍ଟ ସେୟାର କରୁଛନ୍ତି।ତାଙ୍କ ବୋଲ୍ଡ…

TMC ସାଂସଦ ନୁସରତ ଗର୍ଭବତୀ ଥିବା ଖବର ସତ, ସାମ୍ନାକୁ ଆସିଲା ବେବି ବମ୍ପ ଫଟୋ; ସ୍ୱାମୀ କହିଲେ-ପିଲା ମୋର ନୁହେଁ

ତୃଣମୂଳ କଂଗ୍ରେସର ସାଂସଦ ତଥା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଗର୍ଭବତୀ ଥିବା ଖବର ସତ। ନୁସରତ ସେୟାର କରିଥିବା ଏକ ଫଟୋରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଦିଶୁଛି। କିଛି ଦିନ ତଳେ ନୁସରତ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ମାତ୍ର ଫଟୋ ଆସିବା ପରେ ଖବରଟି ସତ ବୋଲି ପ୍ରମାଣିତ ହୋଇଛି।…

ନିଖିଲଙ୍କ ସହ ସବୁ ସମ୍ପର୍କ କାଟିଲେ ନୁସରତ ଜହାଁ, କହିଲେ- ବିଦେଶୀ ମାଟିରେ ହୋଇଥିବା ବିବାହ ଭାରତରେ ବୈଧ ନୁହେଁ, ତେଣୁ…

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ତୃଣମୂଳ କଂଗ୍ରେସର ସାଂସଦ ତଥା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଏବେ ପୁଣି ଖବରର ଶିରୋନାମାକୁ ଆସିଛନ୍ତି। ଏଥରକ ନିଜ ବ୍ୟକ୍ତିଗତ ଜୀବନ ଓ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସରତ। କୁହାଯାଉଛି ଯେ ନୁସରତ ସ୍ୱାମୀ ନିଖିଲଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।…

ଅଭିନେତ୍ରୀ ନୁସରତ ଜହାଆଁଙ୍କ ଏହି ଫଟୋସୁଟ କାରଣରୁ ତାଙ୍କୁ ମିଳିଲା ହତ୍ୟା ଧମକ ! କଠୋରପନ୍ଥୀ କହିଲେ, ‘ତୁମ…

ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଲୋକସଭା ସଦସ୍ୟା ନୁସରତ ଜହାଆଁଙ୍କୁ ନିକଟରେ ସୋସିଆଲ ମିଡିଆରେ ଜୀବନରୁ ମାରିଦେବାର ଧମକ ମିଳିଛି। ଖବରରୁ ଜଣାପଡିଛି, ନୁସରତ ଜହାଆଁ ଦେବୀ ଦୁର୍ଗାଙ୍କ ରୂପରେ ନିଜର ଏକ ଫଟୋସୁଟ କରାଇଥିଲେ, ଯାହାକୁ ସେ ଇନଷ୍ଟାରେ ସେୟାର କରିଥିଲେ। ସେୟାର କରିଥିବା…

ଅଭିନେତ୍ରୀ ନୁସରତ ଜହାଁ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ନେଇ ଖୋଲା ଛାଡିଦେଲେ ନଳ, ଦାୟିତ୍ୱହୀନତା ଦେଖି ୟୁଜରମାନେ କହିଲେ…

ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ ପୁଣିଥରେ ଏବେ ଚର୍ଚ୍ଚାରେ ଅଛନ୍ତି । ନୁସରତ ନିକଟରେ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ନେଇଥିଲେ । କିନ୍ତୁ ଭିଡିଓ ବନାଇବା ବେଳେ ନଳକୁ ଖୋଲା ଛାଡିଦେଇଥିଲେ । ଏଭଳି ଦାୟିତ୍ୱହୀନତା କାମ ଯୋଗୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରଲ କରାଯାଇଛି ।…

ହାତ ଧୋଇବାବେଳେ ପାଣି ନଳ ବନ୍ଦ କରିବାକୁ ଭୁଲି ଗଲେ ଏହି ସୁନ୍ଦରୀ ସାଂସଦ, ସୋସିଆଲ ମିଡିଆରେ ଟ୍ରୋଲ୍‌ କଲେ ୟୁଜର୍ସ

ଟିଏମସି ସାଂସଦ ଏବଂ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ତାଙ୍କର ସବୁ ଭିଡିଓକୁ ଖୁବ୍‌ ପସନ୍ଦ କରାଯାଏ। କିନ୍ତୁ ଅନେକ ଥର ତାଙ୍କୁ ତାଙ୍କ ଭିଡିଓ ପାଇଁ ଟ୍ରୋଲ କରାଯାଏ। ବର୍ତ୍ତମାନ ତାଙ୍କର ଗୋଟେ ଭିଡିଓ ପାଇଁ ମଧ୍ୟ ସେ ଏବେ ଟ୍ରୋଲ ହୋଇଛନ୍ତି। ସୋସିଆଲ…

ଦେଢ଼ ବର୍ଷର ବେଲୁନ ବିକାଳୀକୁ କୋଳେଇ ନେଲେ ସାଂସଦ, ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରାଲ୍‌

ପଶ୍ଚିମ ବଙ୍ଗର ବଶିରହାଟ ସଂସଦୀୟ କ୍ଷେତ୍ରର ତ୍ରୁଣମୂଳ କଂଗ୍ରେସର ସାଂସଦ ନୁସରତ ଜହାଁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତିନୋଟି ଫଟୋ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ନୁସରତ ଜଣେ ବେଲୁନ ବିକ୍ରି କରୁଥିବା ପିଲାଟିକୁ କୋଲରେ ବସାଇ ଗେଲ କରିବା ଏବଂ…

ପୁଣି ବିବାଦରେ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜହାଁ, ମା’ ଦୁର୍ଗାଙ୍କୁ ପୂଜା କରୁଥିବାର ଭିଡିଓ ହେଲା ଭାଇରାଲ

ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜହାଁ ସ୍ୱାମୀ ନିଖିଲ ଜୈନଙ୍କ ସହ ଦୁର୍ଗା ପୂଜା ପ୍ୟାଣ୍ଡେଲରେ ପୂଜା କରିଥିଲେ । ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ହିନ୍ଦୁ ଧର୍ମର ନହୋଇ ମଧ୍ୟ ମା’ ଦୁର୍ଗାଙ୍କ ପୂଜା କିପରି କଲେ ବୋଲି ବିବାଦ ହୋଇଛି । ଏହି ସମୟରେ ଏକ ଭିଡିଓ ଭାଇରାଲ ହେବାରେ…

ମେକଅପ୍‌ ରୁମରେ ସାଂସଦ ନୁସରତ ଜହାଁ ଗାଇଲେ ‘ଦଗାବାଜ ରେ…’, ଟିକ୍‌ ଟକ୍‌ରେ ଭିଡିଓ ହେଲା ଭାଇରାଲ

ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଏବଂ ଟିକ୍‌ ଟକ୍‌ ଭଳି ପ୍ଲାଟଫର୍ମରେ ସେ ଲୋକଙ୍କ ସହିତ ଯୋଡ଼ି ହୋଇ ରୁହନ୍ତି। ପ୍ରଥମେ ସେ ଅଭିନେତ୍ରୀରୁ ଏବେ ସାଂସଦ ହୋଇଛନ୍ତି। କିଛି ଦିନ…

ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହେଲେ ନୁସରତ ଜହାଁ, କହିଲେ- “ମୁଁ ମୁସଲିମ୍ ହିଁ ରହିବି”

ଆଜି ପବିତ୍ର ରଥଯାତ୍ରା ଅବସରରେ କୋଲକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ନୁସରତ ଜହାଁ ଇସ୍କନ୍ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ରଥଟଣା ଉତ୍ସବରେ ନିଜକୁ ସାମିଲ ମଧ୍ୟ କରିଥିଲେ। ତେବେ ନୁସରତଙ୍କ ସହ ତାଙ୍କ ସ୍ବାମୀ ନିଖିଲ ଜେନ୍ ମଧ୍ୟ ନଜର ଆସିଥିଲେ। ନୁସରତ ତାଙ୍କ ସ୍ବାମୀ…

କୋଲକତା: ଇସ୍‌କନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ସାଂସଦ ନୁସରତ ଜାହନଙ୍କୁ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ

କୋଲକତା(କେନ୍ୟୁଜ୍) : କୋଲକତା ବସିରହାଟ ଲୋକସଭା ସାଂସଦ ନୁସରତ ଜାହନଙ୍କୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଇସକନ୍‌ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ଆମନ୍ତ୍ରିତ କରାଯାଇଛି। ଆସନ୍ତା ୪ ତାରିଖରେ କୋଲକତାର ପାକ୍‌ ଷ୍ଟ୍ରିଟ ଠାରେ ଇସ୍‌କନ ପକ୍ଷରୁ ଆୟୋଜିତ…

ଶପଥ ଗ୍ରହଣ ପୂର୍ବରୁ ଭାରତର ସବୁଠାରୁ ସୁନ୍ଦରୀ ସାଂସଦ ନେଲେ ସାତ ଫେରା

ଲକ୍ଷ-ଲକ୍ଷ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ବଙ୍ଗାଳୀ ଅଭିନେତ୍ରୀ ନୁସରତ ସାଂସଦ ହେବା ସହିତ ନିଜ ବିବାହର ଘୋଷଣା ମଧ୍ୟ କରିଥିଲେ। ନୁସରତ୍ ବିବାହର ସମସ୍ତ ମୂହୁର୍ତ୍ତକୁ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଆଜି ଅର୍ଥାତ୍ ୨୦ ଜୁନରେ ନୁସରତ୍ ନିଜର ବିବାହ ବେଳର ଫଟୋକୁ ସେୟାର…