କୁପୋଷଣ ଦୂର କରିବ ପୁଷ୍ଟି ବଗିଚା, ୧୩ ପ୍ରକାରର ପୁଷ୍ଟିକର ପନିପରିବା ଚାଷ କରାଯାଇ ପାରୁଛି
ପାରଳାଖେମୁଣ୍ଡି (କେ ନ୍ୟୁଜ୍) : ମାଟିରେ କରାଯାଇଥିବା ଏହି ଡିଜାଇନ୍ କୌଣସି କାରୁକାର୍ଯ୍ୟ ନୁହେଁ । ଏମିତି ସୁନ୍ଦର ଭାବେ ଡିଜାଇନ୍ କରାଯାଇଛି ଚାଷ ପାଇଁ । ତେବେ ଇଏ କୌଣସି ସାଧାରଣ ଚାଷ ନୁହେଁ । ରାଜ୍ୟ ସରକାରଙ୍କ ତରଫରୁ ଅଭିନବ ଭାବେ ଏକ ସ୍ୱତନ୍ତ୍ର ଚାଷ ପାଇଁ ଯୋଜନା ଆରମ୍ଭ ହୋଇଛି ।…