Browsing Tag

nux vomica

କୋଚିଲା ଏମିତି ଏକ ଫଳ, ଯାହାର ରହିଛି ଅନେକ ଗୁଣ

କୁହାଯାଏ ଏ ସାରା ଜଗତରେ ଯେତେ ଗଛ ଲତା ଅଛି ସବୁଥିରେ କିଛି ନା କିଛି ଔଷଧୀୟ ଗୁଣ ରହିଛି । ଏମିତି ଏକ ବୃକ୍ଷ ହେଉଛି କୋଚିଲା। ବର୍ତ୍ତମାନର ଆଧୁନିକ ଯୁଗରେ ଏଇ ଗଛକୁ ହୁଏତ କେହି ଚିହ୍ନି ପାରିବେ ନାହିଁ । କିନ୍ତୁ ଆମ ରାଜଧାନୀ ଭୁବନେଶ୍ୱରରେ ଏକଦା ଅନେକ କୋଚିଲା ଗଛ ଥିଲା, ଯାହା ଆଜି ନାହିଁ…