ଆଜି ଆସିବ ଓସିଏ ରେଜଲ୍ଟ: ଔପଚାରିକ ଭାବରେ ବିଜୟୀ ପ୍ରାର୍ଥୀଙ୍କ ନାଁ ହେବ ଘୋଷଣା
କଟକ(କେନ୍ୟୁଜ୍): ଓଡ଼ିଶା କ୍ରିକେଟ ଆସୋସିଏସନ୍ରେ ସୃଷ୍ଟି ହେବ ନୂଆ ଇତିହାସ । ଓସିଏର ନୂଆ ବସ୍ ହେବେ ପ୍ରଣବ ପ୍ରକାଶ ଦାସ । ଆଜି ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି । ଆଜି ଓସିଏର ବାର୍ଷିକ ସାଧାରଣ ପରିଷଦ ବୈଠକ ରହିଛି । ଆଜି ହିଁ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜୟୀ…