ଶରତରେ ଗ୍ରୀଷ୍ମ ଭଳି ତାତି, ୩୫ ଡିଗ୍ରୀ ଉପରେ ୧୫ ସହରର ତାପମାତ୍ରା
ଭୁବନେଶ୍ୱର (କେନ୍ୟୁଜ): ଶରତରେ ଗ୍ରୀଷ୍ମ ତାଉ। ଅକ୍ଟୋବରରେ ଗ୍ରୀଷ୍ମ ଭଳି ତାତି ଅନୁଭୂତ ହେଉଛି। ମାସ ଅଧା ହେବାକୁ ବସିଲାଣି । ମୌସୁମୀ ବିଦାୟ ନେଉଛି, ହେଲେ ଶୀତର ଦେଖା ନାହିଁ। କିଛି କିଛି ସ୍ଥାନରେ ଆକାଶ ମେଘୁଆ ରହୁଥିଲେ ମଧ୍ୟ ବର୍ଷା ହେଉନି। ଓଲଟା ଖରା ଟାଣ ହେଉଛି। ଉପକୂଳରୁ ଉପାନ୍ତ…