ବିଏମସିର ନୂଆ ଗାଇଡଲାଇନକୁ ଲାଇଟ୍, ସାଉଣ୍ଡ ଓ ଟେଣ୍ଟ ହାଉସ ଆସୋସିଏସନର ବିରୋଧ
ବିଏମସି ଅଞ୍ଚଳରେ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିଛି। ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ବିଏମସିରୁ ଅନୁମତି ନେବା ବାଧ୍ୟତାମୂଳକ । ଲକ୍ଷଣ ଥିବା ଲୋକଙ୍କୁ ଭାଗ ନେବା ପାଇଁ ଅନୁମତି ମିଳିବ ନାହିଁ । ଉତ୍ସବ ସ୍ଥଳୀରେ ଥର୍ମାଲ ସ୍କ୍ରିନିଂ…