Browsing Tag

ODI

ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଓ୍ଵେଷ୍ଟଇଣ୍ଡିଜ ପହଞ୍ଚିଲା ଟିମ୍ ଇଣ୍ଡିଆ, ଜୁଲାଇ ୨୨ରେ ପ୍ରଥମ ମ୍ୟାଚ୍

ଓ୍ଵଷ୍ଟଇଣ୍ଡିଜ୍‌ରେ ପହଞ୍ଚିଲା ଭାରତୀୟ ଟିମ୍‌ । କୋଭିଡ଼ ସଂକ୍ରମଣକୁ ରୋକିବା ଲାଗି ଏକ ସ୍ୱତନ୍ତ୍ର ଚାର୍ଟର ଫ୍ଲାଇଟରେ େଓ୍ଵଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି । ଇଂଲଣ୍ଡ ବିପକ୍ଷ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ୨୨, ୨୪ ଓ ୨୭ ତାରିଖରେ ଖେଳାଯିବ ୩ଟି ଦିନିକିଆ । ଭାରତୀୟ ଟିମର…

ନିରାଶ କଲେ ଭାରତୀୟ ବ୍ୟାଟ୍‌ର: ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ୩୧ ରନ୍‌ରେ ହାରିଲା ଭାରତ

କେନ୍ଯୁଜ୍: ଫେଲ ମାରିଲେ ଭାରତୀୟ ବ୍ୟାଟର । ନିରାଶ କଲେ ବ୍ୟାଟ୍‌ର । ପ୍ରଥମ ଦିନିକିଆ ହାରିଲା ଭାରତ । ଦକ୍ଷିଣ ଆଫ୍ରିକାର ପର୍ଲରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଭାରତକୁ ୩୧ ରନ୍‌ରେ ପରାସ୍ତ କରିଛି ଘରୋଇ ଦଳ । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ ବିଶିଷ୍ଟ ଦିନିକିଆରେ ୧-୦ରେ ଅଗ୍ରଣୀ…

ରୋହିତ ଶର୍ମା ଖୁବ୍‌ ଜଲ୍‌ଦି ସମ୍ଭାଳି ପାରନ୍ତି ଟି-୨୦ ଓ ଦିନିକିଆ କମାଣ୍ଡର ଭାର, ଚୟନ ସମିତି ବୈଠକରେ ହେବ…

ଟି-୨୦ ବିଶ୍ୱ କପ୍‌ ପରେ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। ସୂଚନା ମୁତାବକ, ବିରାଟ କୋହଲି ଟି-୨୦ ସହିତ ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇ ପାରନ୍ତି। ବର୍ତ୍ତମାନର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଟି-୨୦ ସହିତ ଦିନିକିଆ ଅଧିନାୟକ ଭାର ମଧ୍ୟ ହସ୍ତାନ୍ତର କରାଯାଇ ପାରେ। ଏହାକୁ…

ଚାଲିଛି ଭାରତ-ନ୍ୟୁଜିଲାଣ୍ଡ ଓ୍ଵାନଡେ ସିରିଜର ଦ୍ୱିତୀୟ ମ୍ୟାଚ୍, ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ଓ୍ଵାନଡେ ସିରିଜର ଦ୍ୱିତୀୟ ମ୍ୟାଚ । ଅକଲାଣ୍ଡରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଟିମ । ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ମହମ୍ମଦ ସାମିଙ୍କ ସ୍ଥାନରେ ନବଦୀପ ସୌନୀ ଓ କୁଲଦୀପ ଯାଦବଙ୍କ…

୨୨ରେ ଭାରତ ୱେଷ୍ଟ ଇଣ୍ଡିଜ ଦିିନିକିଆ, ଅଫଲାଇନରେ ନଗଦ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ ଦିିନିକିଆ କ୍ରିକେଟ ମ୍ୟାଚ୍‌। ଏଥିପାଇଁ ଅଫ୍‌ଲାଇନରେ ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନଗଦ ଟଙ୍କା ବି ଦେଇଥିଲେ। ଲୋକସେବା ଭବନରେ ଏହି ଟିକେଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ଓସିଏ…

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ୍ ନେଇ ପ୍ରସ୍ତୁତି ବୈଠକ, ୫ତାରିଖରୁ ଅନଲାଇନ ଓ ୯ତାରିଖରୁ…

କଟକ(କେନ୍ୟୁଜ୍): ବାରବାଟୀରେ ଦିନିକିଆ ମ୍ୟାଚ୍ ନେଇ ପ୍ରସ୍ତୁତି ବୈଠକ । ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ପ୍ରାୟ ୨ବର୍ଷ ପରେ ବାରବାଟୀରେ ଏକଦିବସୀୟ ମ୍ୟାଚ…

ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ : ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ତଥା ପଞ୍ଚମ ଦିନିକିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ । ଦଳରେ ତିନିଟି ପରିବର୍ତ୍ତନ କରାଯାଇଛି । ଦଳକୁ ଫେରିଛନ୍ତି ମହେନ୍ଦ୍ର ସିଂହ ଧୋନୀ, ମହମ୍ମଦ ସାମୀ ଓ ବିଜୟ ଶଙ୍କର । ଖଲିଲ ଅହମ୍ମଦ, କୁଲଦୀପ ନାୟର ଓ…

ଟିମ୍ ଇଣ୍ଡିଆକୁ ଝଟକା ! ଦିନିକିଆ ମ୍ୟାଚରୁ ଅବସର ନେଇପାରନ୍ତି ମାହି

ନୂଆଦିଲ୍ଳୀ : ଦିନିକିଆ କ୍ରିକେଟରୁ ଅବସର ନେବେ କି ମିଷ୍ଟର କୁଲ୍ ? ଇଂଲଣ୍ଡ ବିପକ୍ଷ ସିରିଜ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ସୋସିଆଲ୍ ମିଡିଆରେ ଜୋରଦାର ଚାଲିଛି ଚର୍ଚ୍ଚା । ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ଦିନିକିଆରେ ହାରିଛି ଭାରତ । ମ୍ୟାଚ୍…

ଇଂଲଣ୍ଡ, ଭାରତ ଠାରୁ ନେଲା ଟି-୨୦ର ବଦଲା !

ନୂଆଦିଲ୍ଳୀ : ଟି-୨୦ର ପ୍ରତିଶୋଧ ଦିନିକିଆରେ। ତୃତୀୟ ଦିନିକିଆରେ ଭାରତକୁ ୮ ଓ୍ଵିକେଟେରେ ପରାସ୍ତ କରିଛି ଇଂଲଣ୍ଡ । ଫଳରେ ତିନି ଟିକିଆ ସିରିଜକୁ ୨-୧ରେ କବ୍ଜା କରିଛି ଇଂଲଣ୍ଡ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୫୬ ରନ୍ କରିଥିଲା ।…

ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ

ନୂଆଦିଲ୍ଲୀ : ମ୍ୟାଚ ଜିତି ସିରିଜ ହାତେଇବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ବିରାଟ ଆଣ୍ଡ କୋର ମନବଳ ଦୃଢ ଅଛି। ସେପଟେ ଇଂଲଣ୍ଡ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତି। ମ୍ୟାଚ ଜିତି ସିରିଜରେ ବଞ୍ଚି ରହିବାକୁ ଚେଷ୍ଟା କରିବ ଘରୋଇ ଟିମ। ସେହିପରି ମ୍ୟାଚ…

ପ୍ରଥମ ଦିନିକିଆ ମ୍ୟାଚ୍ : ୮ ଓ୍ଵିକେଟରେ ଭାରତ ବିଜୟ !

ନୂଆଦିଲ୍ଲୀ : ଗତକାଲି ମ୍ୟାଚରେ କୂଳଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଝଡ଼ ଦେଖିବାକୁ ମିଳିଛି। ଟି-ଟ୍ବଣ୍ଟି ପରେ ଦିନିକିଆରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଏଥିପାଇଁ ନିଜ ମାଟିରେ ଆଣ୍ଠେଇ ପଡ଼ିଥିଲା ଇଂଲଣ୍ଡ । ପ୍ରଥମ ଦିନିକିଆକୁ ୮ ଓ୍ଵିକେଟରେ…