Odisha News
.
Browsing Tag

ODI

ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ : ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ତଥା ପଞ୍ଚମ ଦିନିକିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ । ଦଳରେ ତିନିଟି ପରିବର୍ତ୍ତନ କରାଯାଇଛି । ଦଳକୁ ଫେରିଛନ୍ତି ମହେନ୍ଦ୍ର ସିଂହ ଧୋନୀ, ମହମ୍ମଦ ସାମୀ ଓ ବିଜୟ ଶଙ୍କର । ଖଲିଲ ଅହମ୍ମଦ, କୁଲଦୀପ ନାୟର ଓ…

ଟିମ୍ ଇଣ୍ଡିଆକୁ ଝଟକା ! ଦିନିକିଆ ମ୍ୟାଚରୁ ଅବସର ନେଇପାରନ୍ତି ମାହି

ନୂଆଦିଲ୍ଳୀ : ଦିନିକିଆ କ୍ରିକେଟରୁ ଅବସର ନେବେ କି ମିଷ୍ଟର କୁଲ୍ ? ଇଂଲଣ୍ଡ ବିପକ୍ଷ ସିରିଜ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ସୋସିଆଲ୍ ମିଡିଆରେ ଜୋରଦାର ଚାଲିଛି ଚର୍ଚ୍ଚା । ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ଦିନିକିଆରେ ହାରିଛି ଭାରତ । ମ୍ୟାଚ୍…

ଇଂଲଣ୍ଡ, ଭାରତ ଠାରୁ ନେଲା ଟି-୨୦ର ବଦଲା !

ନୂଆଦିଲ୍ଳୀ : ଟି-୨୦ର ପ୍ରତିଶୋଧ ଦିନିକିଆରେ। ତୃତୀୟ ଦିନିକିଆରେ ଭାରତକୁ ୮ ଓ୍ଵିକେଟେରେ ପରାସ୍ତ କରିଛି ଇଂଲଣ୍ଡ । ଫଳରେ ତିନି ଟିକିଆ ସିରିଜକୁ ୨-୧ରେ କବ୍ଜା କରିଛି ଇଂଲଣ୍ଡ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୫୬ ରନ୍ କରିଥିଲା ।…

ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ

ନୂଆଦିଲ୍ଲୀ : ମ୍ୟାଚ ଜିତି ସିରିଜ ହାତେଇବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ବିରାଟ ଆଣ୍ଡ କୋର ମନବଳ ଦୃଢ ଅଛି। ସେପଟେ ଇଂଲଣ୍ଡ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତି। ମ୍ୟାଚ ଜିତି ସିରିଜରେ ବଞ୍ଚି ରହିବାକୁ ଚେଷ୍ଟା କରିବ ଘରୋଇ ଟିମ। ସେହିପରି ମ୍ୟାଚ…

ପ୍ରଥମ ଦିନିକିଆ ମ୍ୟାଚ୍ : ୮ ଓ୍ଵିକେଟରେ ଭାରତ ବିଜୟ !

ନୂଆଦିଲ୍ଲୀ : ଗତକାଲି ମ୍ୟାଚରେ କୂଳଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଝଡ଼ ଦେଖିବାକୁ ମିଳିଛି। ଟି-ଟ୍ବଣ୍ଟି ପରେ ଦିନିକିଆରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଏଥିପାଇଁ ନିଜ ମାଟିରେ ଆଣ୍ଠେଇ ପଡ଼ିଥିଲା ଇଂଲଣ୍ଡ । ପ୍ରଥମ ଦିନିକିଆକୁ ୮ ଓ୍ଵିକେଟରେ…