Browsing Tag

odia cisf jawan

ସଲମାନଙ୍କୁ ଅଟକାଇଥିବା ଓଡିଆ ଯବାନଙ୍କୁ ପ୍ରଶଂସା କଲା CISF, ଟୁଇଟ କରି ଜଣାଇଲା

ଗତ ଦୁଇଦିନ ତଳେ ମୁମ୍ବାଇ ବିମାନବନ୍ଦରରେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ଅଟକାଇଥିବା ଓଡିଆ ସିଆଇଏସ୍‌ଏଫ୍‌ ଯବାନଙ୍କ ଉପରେ କୌଣସି ଦଣ୍ଡ ନୁହେଁ ବରଂ ତାଙ୍କୁ ପ୍ରଶଂସା କରାଯାଇଛି। ସିଆଇଏସ୍‌ଏଫ୍‌ ପକ୍ଷରୁ ଟୁଇଟ୍‌ କରି ଏଭଳି ସ୍ପଷ୍ଟୀକରଣ ରଖାଯାଇଛି। ସିଆଇଏସଏଫ୍‌ ଯବାନଙ୍କ ଉପରେ…