Browsing Tag

odia film

ସୁଟିଂ ବେଳେ ଅଘଟଣ: ଷ୍ଟଣ୍ଟ ମାରିବା ବେଳେ ପ୍ରଖର ସ୍ରୋତରେ ବୁଡ଼ି ଗଲେ ଓଡ଼ିଆ ନାୟକ

କଟକ (କେନ୍ୟୁଜ): ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ ଡେଇଁବାର ଦୃଶ୍ୟର ସୁଟିଂ ଚାଲିଥିଲା। ପ୍ରଖର ସ୍ରୋତରେ ପଡି ଯାଇଥିଲେ ଶ୍ରେୟାନ। କ୍ରିଉ…

ରଜ ଉପଲକ୍ଷେ ଆଜି ମୁକ୍ତିଲାଭ କଲା ଓଡିଆ ଫିଲ୍ମ ‘ଲଭ ଇନ ଲଣ୍ଡନ’

କେନ୍ୟୁଜ୍: ଆଜି ରିଲିଜ୍‌ ହୋଇଛି ‘ଲଭ୍‌ ଇନ୍‌ ଲଣ୍ଡନ’ । ଜେବି ଫିଲ୍ମସ୍‌ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ରଜ ଉପଲକ୍ଷେ ମୁକ୍ତିଲାଭ କରିଛି ବିଗ୍‌ ବଜେଟର ଫିଲ୍ମ "ଲଭ ଇନ ଲଣ୍ଡନ । ଫିଲ୍ମ ରିଲିଜ୍‌ ପୂର୍ବରୁ ଉତ୍କଳ କନିକା ଗ୍ୟାଲେରିଆରେ ପ୍ରି-ରଜ ସେଲିବ୍ରେସନ ଅନୁଷ୍ଠିତ…

ଓଡ଼ିଆ ସିନେମା ଜଗତକୁ ନୂଆ ଦିଶା ଦେଖାଇଛନ୍ତି ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ପାଇଛନ୍ତି ଏକାଧିକ ଜାତୀୟ ଓ ରାଜ୍ୟସ୍ତରୀୟ…

(କେନ୍ୟୁଜ): ଓଡ଼ିଆ ସିନେମା ଜଗତକୁ ନୂଆ ଦିଶା ଦେଖାଇଛନ୍ତି ନିର୍ଦ୍ଦେଶକ ହିମାଂଶୁ ଖଟୁଆ । କଥାନ୍ତର ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଓ କାହାଣୀକାର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ହିମାଂଶୁ ଖଟୁଆ ୧୯୬୫ ମସିହା ଡିସେମ୍ବର ୨୧ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ଖଟୁଆ ପାଟଣା…

ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ କରିବେ ଅନୁପମ ଖେର, ନିଜେ ଅଭିନୟ କରିବେ ବୋଲି ଅନ୍ତର୍ଜାତୀୟ ଚଳଚ୍ଚିତ୍ର…

ଭୁବନେଶ୍ୱର (କେନ୍ୟୁଜ୍‌) : ହୁଏତ ଏମିତି କେଉଁଠି ଘଟି ନଥିବ କି ଗୋଟିଏ ଫିଲ୍ମର କାହାଣୀରେ ପ୍ରଭାବିତ ହୋଇ କୌଣସି ଅଭିନେତା ତୁରନ୍ତ ତାର ରିମେକ କରିବାକୁ ଘୋଷଣା କରିଥିବେ । ହେଲେ ଏଭଳି ଘଟିଛି ଏକ ଓଡ଼ିଆ ସିନେମା କ୍ଷେତ୍ରରେ । ଗୋଆଠାରେ ଚାଲିଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ…

ପରଲୋକରେ ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକ

କଟକ (କେନ୍ୟୁଜ) : ଆଉ ନାହାଁନ୍ତି ରଣଜିତ୍‌ ପଟ୍ଟନାୟକ। ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ। କଟକସ୍ଥିତ ସିଡିଏ ୯ ନଂ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଶ୍ରୀଯୁକ୍ତ ପଟ୍ଟନାୟକ ବହୁ ଓଡ଼ିଆ ଫିଲ୍ମର…

ଆଗକୁ ଆସୁଛି ମାୟାବୀ, ଭୂମିକା ସେୟାର କଲେ ନିଜ ଫିଲ୍ମର ଶୁଭ ମହୁରତ ଫଟୋ

ଆଗକୁ ଆସୁଛି ଓଲିଉଡ ମୁଭି 'ମାୟାବୀ'। ନିଜ ପ୍ରସଂଶକଙ୍କ ପାଇଁ ଲିଡ ରୋଲ୍ ପ୍ଲେ କରୁଥିବା ଅଭିନେତ୍ରୀ ଭୂମିକା ଓ ଅଭିନେତା ଅମ୍ଳାନ ନେଇଆସୁଛନ୍ତି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ମାୟାବୀ'। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ। ତେବେ ଗତ ସରସ୍ୱତୀ ପୂଜା…

ଫିଲ୍ମ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଲେ ଯୁବତୀ, ସିନେମାରେ କାମ କରିବାକୁ ଡାକି କରିଥିଲେ…

ଭୁବନେଶ୍ବର : ଫିଲ୍ମ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ । ପିଣ୍ଟୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସିନେମାରେ କାମ କରିବାକୁ କହି ଡାକି ଧମକ ଦେବା ସହ ପିଣ୍ଟୁ ଗାଳି ଗୁଲଜ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ ଆଣିଛନ୍ତି । ପିଣ୍ଟୁଙ୍କ ନାଁରେ ନୟାପଲ୍ଲୀ…

ଓଲିଉଡ୍‌ର ନୂଆ ସିନେମା ନାଁ ଦିଆଯାଇଛି ‘ଫ୍ଲପ୍‌ ଫିଲ୍ମ’, କାହିଁକି ଜାଣନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସୁଛି ଗୋଟିଏ ନୂଆ ଓଡ଼ିଆ ଫିଲ୍ମ । ନା ତାର ରହିଛି ‘ଫ୍ଲପ୍‌ ଫିଲ୍ମ’ । ତେବେ ଫିଲ୍ମର ନାଁ ଶୁଣି ଏମିତି ଚମକି ଯାଆନ୍ତୁ ନାହିଁ । ଯାହା ସୂଚନା ମିଳିଛି ଫିଲ୍ମର ପ୍ରଯୋଜକ ହେଲେ ଅଭିନେତା ବବି ମିଶ୍ର । ଏଥିରେ ସମ୍ବିତ ଓ ରିୟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି…

ଆର ପାରିରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର, ଅନେକ ସିନେମା କରି ପାଇଥିଲେ ଜାତୀୟ ଓ ରାଜ୍ୟସ୍ତରୀୟ…

ଭୁବନେଶ୍ୱର (କେନ୍ୟୁଜ୍): ଅନେକ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ଭେଟି ଦେଇଥିବା ମନେମୋହନ ମହାପାତ୍ର ଆଉ ନାହାନ୍ତି । ବହୁ କଳାଜୟୀ ସିନେମାର ନିର୍ଦ୍ଦେଶନା ଦେଇ ମନମୋହନ ଜାତୀୟ ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । କିଛି ଦିନ ତଳେ ତାଙ୍କ ନିର୍ଦ୍ଦେଶିତ ସିନେମା ‘ଭିଜା ମାଟିର…

ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ଅନୁଷ୍ଠାନ ପକ୍ଷରୁ ୧୯୭୭ର ଓଡିଆ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ସ୍କ୍ରିନିଂ

ଭୁବନେଶ୍ବର(କେନ୍ୟୁଜ୍): ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ଅନୁଷ୍ଠାନ ପକ୍ଷରୁ ୧୯୭୭ ମସିହାର ଓଡିଆ ଚଳଚ୍ଚିତ୍ର ‘‘ରକ୍ତ ଗୋଲାପ’’ର ସ୍କ୍ରିନିଂ ଅନୁଷ୍ଠିତ ହୋଇଯାଇଛି । ଫିଲ୍ମର ପୁନରୁଦ୍ଧାର କରି ଦର୍ଶକଙ୍କ ଆଗରେ ପୁନଃ ଉପସ୍ଥାପିତ କରିଥିବାରୁ କଳାକାର ମାନେ ଧନ୍ୟବାଦ ଜଣାଇଛନ୍ତି । ପୁରାତନ…