ଭୁବନେଶ୍ୱର କିମ୍ସରୁ ବାସଭବନକୁ ନିଆଯାଉଛି ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କରିବେ ସାଥୀ କଳାକାର ଓ…
ଭୁବନେଶ୍ୱର (କେନ୍ୟୁଜ): ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ। ଭୁବନେଶ୍ୱର କିମସ୍ରୁ ବାସ ଭବନକୁ ନିଆଯାଉଛି ପାର୍ଥିବ ଶରୀର । ପିଣ୍ଟୁ ନନ୍ଦ ଏବେ ତାଙ୍କ ବାସ ଭବନରେ ପହଞ୍ଚିଲେ । ଏଠୁ ତାଙ୍କ ଭାଇଙ୍କ ଘରକୁ ଯିବେ ପରେ ଆଚାର୍ଯ୍ୟ ବିହାରର ଥିବା…