୩ ଓଡ଼ିଶା କ୍ୟାଡର IASଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ
କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରରେ ୩ IASଙ୍କୁ ନୂଆ ଦାୟିତ୍ୱ । ୩ ଓଡ଼ିଶା କ୍ୟାଡର IASଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ ଦିଆଯାଇଛି। ସଞ୍ଜୟ ରସ୍ତୋଗୀ ହେଲେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରାଳୟର ଅତିରିକ୍ତ ସଚିବ। ମନ୍ତ୍ରାଳୟର ଆର୍ଥିକ ପରାମର୍ଶଦାତା ଦାୟିତ୍ୱରେ ମଧ୍ୟ ରହିବେ ସଞ୍ଜୟ ରସ୍ତୋଗୀ।…