ଆଜି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍, ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ପହଞ୍ଚିବେ ଓଡ଼ିଶାରେ
ଭୁବନେଶ୍ବର: ଆଜି ପ୍ରବାସୀ ଓଡ଼ିଆଙ୍କୁ ଧରି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍। ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶାରେ ପହଞ୍ଚିବେ। ଆନ୍ଧ୍ରପ୍ରଦେଶରୁ ଟିଟିଲାଗଡ଼ରେ ପହଞ୍ଚିବ ଗୋଟିଏ ଟ୍ରେନ୍। ଆଉ ୩ଟି ଟ୍ରେନ୍ ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଛି। ଏହି ଟ୍ରେନ୍ ଗଞ୍ଜାମ ଜଗନ୍ନାଥପୁରରେ…