Browsing Tag

odia migrants

ପ୍ରବାସୀ ଓଡିଆଙ୍କୁ ନେଇ ଯାଉଥିବା ବସ୍ ଦୁଘର୍ଟଣାଗ୍ରସ୍ତ, ୩ ଗୁରୁତର

ବାଲିଗୁଡା(କେନ୍ଯୁଜ୍): ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ। ତୁମୁଡିବନ୍ଧ ଥାନା ଆଠବାଡି ନିକଟରେ ଏକ ଟ୍ରକ ସହ ବସର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଟକ୍ରା ଡ୍ରାଇଭର, ବସ ଡ୍ରାଇଭର ଓ ଜଣେ ପ୍ରବାସୀ ଓଡିଆ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଫୁଲବାଣୀ ଜିଲ୍ଲା…

ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢାଇଲା ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ, ପୁନେରୁ ଛାଡିଥିବା ଶ୍ରମିକ ଟ୍ରେନରେ…

ଭୁବନେଶ୍ବର : ମହାରାଷ୍ଟ୍ରର ପୁନେ ସହରରୁ ଗତକାଲି ପ୍ରବାସୀ ଓଡିଆମାନଙ୍କୁ ନେଇ ବାହାରିଛି ଏକ ଶ୍ରମିକ ଟ୍ରେନ । ଓଡିଶା ସରକାର,ମହାରାଷ୍ଟ୍ର ସରକାର ଓ ରେଳବାଇ ବିଭାଗଙ୍କ ମିଳିତ ସହାୟତାରେ ଗତକାଲି ୩ଟା ସମୟରେ ପ୍ରାୟ ୧୪୦୦ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଶ୍ରମିକ ଟ୍ରେନ ପୁନେ ଛାଡିଥିଲା। ତେବେ…

ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା, ଜିଲ୍ଲାପାଳଙ୍କୁ ମଗାଗଲା ରିପୋର୍ଟ

ବାଲେଶ୍ବର(କେନ୍ୟୁଜ୍): ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣାରେ ଜିଲ୍ଲାପାଳଙ୍କୁ ମଗାଯାଇଛି ରିପୋର୍ଟ। ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ। ଏ ବିଷୟରେ ସରକାର ଅବଗତ ଥିବାବେଳେ ଏନେଇ ତଦନ୍ତ ଚାଲିଛି । ଏଭଳି ବ୍ୟବହାର କାହାକୁ ବି କରିବା ଠିକ୍ ନୁହେଁ । ଏହି କୋରୋନା ମହାମାରୀ…

କୋଲକତାରେ ଲକ୍ ଡାଉନ୍ ନିୟମକୁ ଖୁଲମଖୁଲା ଆଖିଠାର, ଦୁଇ ହଜାରରୁ ଅଧିକ ଓଡିଆ ଶ୍ରମିକ ଏବେ ବି ମାଲିକଙ୍କ ଚାପରେ…

କୋଲକତା: କୋଲକତା ମହାନଗରୀର ୨୭୩ଟି କଣ୍ଟେନମେଣ୍ଟ ଜୋନ ଭିତରେ ରହିଛି ବଡବଜାର ଓ ପୋସ୍ତାବଜାର । ଏଠାରେ ଦୁଇ ହଜାରରୁ ଅଧିକ ଓଡିଆ ଭାଷୀ କେବଳ ଶ୍ରମିକ ଭାବେ କାର୍ଯ୍ଯ କରନ୍ତି । ବିଶେଷ ଭାବେ ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ମାଲ୍ ବୋଝେଇ ଗାଡି ମାନଙ୍କରେ ଏମାନେ ମାଲ୍ ଉଠାଇବା ଓ ଓହ୍ଲାଇବା…

ଆଜି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍, ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ପହଞ୍ଚିବେ ଓଡ଼ିଶାରେ

ଭୁବନେଶ୍ବର: ଆଜି ପ୍ରବାସୀ ଓଡ଼ିଆଙ୍କୁ ଧରି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍‌। ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶାରେ ପହଞ୍ଚିବେ। ଆନ୍ଧ୍ରପ୍ରଦେଶରୁ ଟିଟିଲାଗଡ଼ରେ ପହଞ୍ଚିବ ଗୋଟିଏ ଟ୍ରେନ୍‌। ଆଉ ୩ଟି ଟ୍ରେନ୍‌ ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଛି। ଏହି ଟ୍ରେନ୍‌ ଗଞ୍ଜାମ ଜଗନ୍ନାଥପୁରରେ…

ଭିଟାମାଟିକୁ ଫେରିବାକୁ ମନ ଅଥୟ, ଆନ୍ଧ୍ରରୁ ଚାଲି ଚାଲି ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଗଜପତି : ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କୁ ବିଭିନ୍ନ ରାଜ୍ୟରୁ ଫେରାଇ ଆଣିବା ପାଇଁ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି । ସେ ଅନ୍‌ଲାଇନ ହେଉ କି ଅଫ୍ ଲାଇନ ପଞ୍ଜିକରଣ ହେଉ, ସ୍ୱତନ୍ତ୍ର ବସ୍ ଏବଂ ଟ୍ରେନ୍‌ରେ ପ୍ରବାସୀ ଓଡିଆଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣାଯାଉଛି । ତଥାପି ଧର୍ଯ୍ୟ ହରାଉଛନ୍ତି…

ସୁରତରୁ ବସ ଯୋଗେ ଯାଜପୁରକୁ ଫେରିଲେ ୧୦୫ ପ୍ରବାସୀ ଓଡ଼ିଆ, ବିନା ସୂଚନାରେ ଆସିଥିବା କହିଲା ପ୍ରଶାସନ

ଯାଜପୁର: ଗୁଜରାଟର ସୁରତରୁ ବସରେ ଯାଜପୁର ଜିଲ୍ଲାକୁ ଫେରିଲେ ୧୦୫ଜଣ ପ୍ରବାସୀ ଓଡ଼ିଆ । ଆଜି ସକାଳେ ସେମାନେ ୨ଟି ବସରେ ଜିଲ୍ଲାର ପ୍ରବେଶ ପଥ ଛତିଆରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରେ ଅଟକାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପରେ ସେମାନଙ୍କୁ ବିଭିନ୍ନ ବ୍ଲକକୁ…

ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବାର ଏବେ ଆବଶ୍ୟକତା ନାହିଁ, ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲା କେନ୍ଦ୍ର ଗୃହ…

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବାର ଆବଶ୍ୟକତା ନାହିଁ । ସେମାନେ ଫେରିଲେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ । ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏହି ମତ ରଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । କରୋନା ଲକଡାଉନ୍‌ ପାଇଁ ବିଭିନ୍ନ ରାଜ୍ୟରେ ବହୁ ଶ୍ରମିକ ଅଟକି…