ବାୟୁସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଭାବେ ଦାୟିତ୍ୱ ନେବେ ଓଡ଼ିଆ ଅଫିସର ଦିଲୀପ କୁମାର ପଟ୍ଟନାୟକ
ବାୟୁସେନାରେ ଏୟାର ମାର୍ଶାଲ ଓଡ଼ିଆ ଅଫିସର ଦିଲୀପ କୁମାର ପଟ୍ଟନାୟକ ଅକ୍ଟୋବର ୩ ତାରିଖରେ ବାୟୁସେନାର ଇଷ୍ଟର୍ନ କମାଣ୍ଡ ମୁଖ୍ୟ ଭାବେ ଦାୟିତ୍ୱ ନେବେ । ଆସନ୍ତା ୩
ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାଯାଇଛି । ବାୟୁସେନାର ପ୍ରଥମ ଓଡ଼ିଆ ଅଫିସର ଭାବେ ସେ ଏପରି ଏକ ସମ୍ମାନଜନକ…