ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପୂରଣ ହେବ କୋଟି ଓଡ଼ିଆଙ୍କ ସ୍ବପ୍ନ
ପୁରୀ (କେନ୍ୟୁଜ): ସତ ହେବାକୁ ଯାଉଛି ଦୀର୍ଘବର୍ଷର ସ୍ବପ୍ନ । ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର ଲୋକାର୍ପଣ । ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସତ୍ୟବାଦୀ ପଞ୍ଚସଖା ଖେଳପଡ଼ିଆରେ…