Browsing Tag

odia wagers at bangalor

ଭିଟାମାଟି ଅଭିମୁଖେ ବାହାରିଲେ ପ୍ରବାସୀ, ଟ୍ରେନରେ ଜାଗା ନଥିବାରୁ ଅଧା ରାସ୍ତାରୁ ଫେରିଗଲେ

ବାଙ୍ଗାଲୋର: ମନରେ ଥିଲା ଘରକୁ ଫେରିବାର ଖୁସି | କିନ୍ତୁ ଏହି ଖୁସି ବେଶୀ ସମୟ ପର୍ଯ୍ୟନ୍ତ ରହିଲାନି । ଅଧାରାସ୍ତାରୁ ନିରାଶ ହୋଇ ଫେରିବାକୁ ପଡିଥିଲା ଶ୍ରମିକ ମାନଙ୍କୁ । ଏପରି ଘଟଣା ଘଟିଛି ବାଙ୍ଗାଲୋରରେ । ବାଙ୍ଗାଲୋରରୁ ଓଡିଶା ଫେରିବା ପାଇଁ ପୋଲିସ ସହାୟତାରେ ୫୦୦ରୁ ଉର୍ଦ୍ଧ୍ବ ଓଡ଼ିଆ…