ଶୀତ ପୁଣି ଥରାଇବ ଆଉ କଲବଲ କରିବ କୁହୁଡ଼ି
ଭୁବନେଶ୍ବର (କେନ୍ୟୁଜ୍) : ପୁଣି ଥରାଇବ ଶୀତ। ଖସିବ ତାପମାତ୍ରା, ବଢ଼ିବ ଥଣ୍ଡା। ଜାଡ଼ ମାଡ଼ାରେ ପୁଣି ଅସ୍ତବ୍ୟସ୍ତ ହେବ ପୂରା ରାଜ୍ୟ। ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଆଗାମୀ ୪ -୫ ଦିନ ପର୍ଯ୍ୟନ୍ତ ୨ରୁ ୪ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ। ଫଳରେ ଅଧିକ ଶୀତ ହେବ।…