Browsing Tag

odisha assembly session 2020

ଆଜିଠୁ ବିଧାନସଭାର ଶୀତ ଅଧିବେଶନ, ରଣନୀତି ପ୍ରସ୍ତୁତ କରି ତୟାର ହୋଇଛନ୍ତି ବିରୋଧୀ ଓ ଶାସକ ଦଳ

ଭୁବନେଶ୍ବର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ । କୋଭିଡ୍‌ କଟକଣା ଭିତରେ ୪୦ ଦିନ ଧରି ଚାଲିବ ଅଧିବେଶନ। ରଣନୀତି ପ୍ରସ୍ତୁତ କରି ତୟାର ହୋଇଛନ୍ତି ବିରୋଧୀ ଓ ଶାସକ ଦଳ। ଏହା ପୂର୍ବରୁ ଗତକାଲି ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ହୋଇଛି। ଧାନ କିଣାରେ ଅବ୍ୟବସ୍ଥା,…

ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦

ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦। ଉଭୟ କଂଗ୍ରେସ ଓ ବିଜେପି ଏହାକୁ ପ୍ରଥମରୁ ବିରୋଧ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଏହା ଏକ କଳା ବିଲ୍‌ । ୪ ଦିନ ଧରି ବିଧାନସଭାରେ ହେଉଥିଲା ଆଲୋଚନା । ଆଜି ଆଲୋଚନାରେ ବିଜେପି…

ବିଧାନସଭା ମୌସୁମୀ ଅଧିବେଶନର ଆଜି ସପ୍ତମ ଦିବସ, ଗୃହରେ ମୁଖ୍ୟତ ୫ଟି ବିଲ୍‌ ଉପରେ ଆଲୋଚନା ଓ ପାରିତ ହେବାର ରହିଛି…

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିବସ । ଆଜି ମୁଖ୍ୟତ ଗୃହରେ ୫ଟି ବିଲ୍‌ ଉପରେ ଆଲୋଚନା ଓ ପାରିତ ହେବାର ସମ୍ଭାବନା ରହିଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦ ଉପରେ ଆଲୋଚନା ହେବାର ରହିଛି । ସେହିଭଳି ଓଡ଼ିଶା ଆଡ୍‌ଭୋକେଟ୍‌ ୱେଲ୍‌ଫେୟାର ଫଣ୍ଡ୍‌ ସଂଶୋଧନ…

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସ୍ୱଳ୍ପ ଅଧିବେଶନ ହୋଇଥିଲେ ବି ବିରୋଧୀଙ୍କ ହାତରେ ରହିଛି ପ୍ରସଙ୍ଗର ଲମ୍ବା ତାଲିକା । ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ବିଧାୟକ ଦଳ ବୈଠକରେ ବିଚାରବିମର୍ଶ ହୋଇଛି । ବିରୋଧୀ ଅଭିଯୋଗ କରୁଛନ୍ତି କୋଭିଡ୍‌…

ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଏଥର ସରଗରମ ହେବ ବିଧାନସଭା ମୌସୁମୀ ଅଧିବେଶନ। ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ । ବିଜୁଳି ଦର ବୃଦ୍ଧି, ବନ୍ୟା, ବଗଲା ଧର୍ମଶାଳା ଜମିି, କୋଭିଡ୍‌ ୧୯ ପରିଚାଳନା ଆଦି ପ୍ରସଙ୍ଗକୁ ନେଇ…