Browsing Tag

odisha assembly

ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର(କେନ୍ୟୁଜ୍‌ ଓଡ଼ିଶା): ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ । ତାପୂର୍ବରୁ ୪ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି। ୮ ତାରିଖରେ କାମଚଳା ବଜେଟ ଉପସ୍ଥାପନ କରିବେ…

ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ, ଆସନ୍ତାକାଲି ସାଢେ଼ ୧୦ଟା ଯାଏଁ ଗୃହ ମୁଲତବି

ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଆଜି ଗୁରୁବାର ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ ହୋଇଛି। ଏହି ବିଲ୍ ଆସିବା ଯୋଗୁ ଏଣିକି ଉପଚାଷୀ ଏବଂ ଉପରୟତମାନେ ଜମିର ମାଲିକାନା ପାଇପାରିବେ। ୧୯୭୭ ପର୍ଯ୍ୟନ୍ତ କେବଳ ଚାଷ ଜମି ମାଲିକାନା ପାଇଁ ପାରୁଥିଲେ।…

ବିଧାନସଭା ଶୀତ ଅଧିବେଶନର ଦ୍ଵିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ, ଚାଲିପାରିଲାନି ପ୍ରଶ୍ନକାଳ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ। ଚାଲିପାରିଲାନି ପ୍ରଶ୍ନକାଳ । ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରସ ସଦସ୍ୟଙ୍କ ହଟ୍ଟଗୋଳ । ଆଦିବାସୀ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟରେ ନିଷ୍ପତ୍ତି ଏବଂ ସ୍ଥଗିତ ଘଟଣାକୁ ନେଇ ହୋହଲ୍ଲା କରିଥିଲେ।…

ନୂଆ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ, ନିର୍ଦ୍ୱନ୍ଦରେ ହେଲେ ନିର୍ବାଚିତ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାର ନୂଆ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ନିର୍ଦ୍ବନ୍ଦ୍ବରେ ସେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋସନ୍ ଆଣିବା ପରେ…

କିଏ ହେବେ ବିଧାନସଭାର ନୂଆ ଉପବାଚସ୍ପତି: ଆଜି ନାମାଙ୍କନ ଦାଖଲ, କାଲି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କିଏ ହେବେ ବିଧାନସଭାର ନୂଆ ଉପବାଚସ୍ପତି । ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ପାଇଁ ନିର୍ବାଚନ ହେବ । ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ । ଆଜି ଉପବାଚସ୍ପତି ପାଇଁ ନାମାଙ୍କନ ଦାଖଲ ହେବ। ଦିନ ୧୨ଟା ସୁଦ୍ଧା ଦାଖଲ ହେବ ନାମାଙ୍କନ ପତ୍ର । ରଜନୀକାନ୍ତ ସିଂ…

ଆସନ୍ତା୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ, ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ

ଭୁବନେଶ୍ୱର (କେନ୍ୟୁଜ): ନଭେମ୍ବର ୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ। ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ। ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ସଚିବ। ୨୦ରେ ଉପବାଚସ୍ପତି ପାଇଁ ନାମାଙ୍କନ ଦାଖଲ ହେବ। ରଜନୀକାନ୍ତ ସିଂ ଉପବାଚସ୍ପତି ପଦରୁ ଇସ୍ତଫା ପରେ ଖାଲି ପଡ଼ିଛି…

ନଭେମ୍ବର ୨୧ ରୁ ବିଧାନସଭା ଶୀତକାଳିନ ଅଧିବେଶନ

ଭୁବନେଶ୍ବର: ବିଧାନସଭା ଶୀତକାଳିନ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ । ଏହା ହେଉଛି ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ।ଦିନ ୧୧ଟାରେ ଆରମ୍ଭ ହେବ ଶୀତକାଳିନ ଅଧିବେଶନ । ଶୀତକାଳିନ ଅଧିବେଶନ ଆରମ୍ଭ ହେବା ନେଇ ସୂଚନା…

ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ୨ ବିଜେପି ବିଧାୟକ ନିଲମ୍ବିତ

କେନ୍ୟୁଜ୍(ବ୍ୟୁରୋ):  ୨ ବିଜେପି ବିଧାୟକ ନିଲମ୍ବିତ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ୨ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସପେଣ୍ଡ। ଉଭୟଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ପ୍ରଥମେ ଗୃହର…

ଆଜି ବି କମ୍ପିବ ଗୃହ ! ତୃତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ସରଗରମ ହେବ ବିଧାନସଭା

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ମୌସମୀ ଅଧିବେଶନର ଆଜି ତୃତୀୟ ଦିନ । ବିଭିନ୍ନ ପ୍ରସଙ୍ଗରେ ଆଜି ବି ଗୃହ ସରଗରମ ହେବା ସମ୍ଭାବନା ରହିଛି । ଗତକାଲି ଧୋଇ ଯାଇଥିଲା ପ୍ରଶ୍ନକାଳ । ବିଜେପି ସଦସ୍ୟଙ୍କ ପ୍ରବଳ ହୋହଲ୍ଲା ଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିଥିଲେ । ବିଜେପି…

ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩

ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩ । ଗୃହରେ ପାରିତ ହେବା ପରେ ରାଜ୍ୟରେ ନୂଆ ଆଇନ ଲାଗୁ ହେବ। ଏହାଦ୍ବାରା ଲାଭବାନ ହେବେ ଆପାର୍ଟମେଂଟ କ୍ରେତା। ଆପାର୍ଟମେଂଟ ସହ ସାଧାରଣ ଅଞ୍ଚଳର ଅଧିକାର ଏବେ ଆସୋସିଏସନ ହାତକୁ ଯିବ। ଏହି ଅଞ୍ଚଳରେ ଆଉ…

ଦୁଇ ଦିନର ବିରତି ପରେ ଆଜିଠୁ ହୁଲୁସ୍ତୁଲ ହେବ ବିଧାନସଭା, ମୁହାଁମୁହିଁ ହୋଇପାରନ୍ତି ଶାସକ-ବିରୋଧୀ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ହୁଲୁସ୍ତୁଲ ହେବ ବିଧାନସଭା। ଦୁଇ ଦିନର ବିରତି ପରେ ଆରମ୍ଭ ହେବ ମୌସୁମୀ ଅଧିବେଶନ । ଆଜି ଅଧିବେଶନର ଦ୍ବିତୀୟ ଦିନ । ମୁହାଁମୁହିଁ ହୋଇପାରନ୍ତି ଶାସକ-ବିରୋଧୀ । ସରଗରମ ହେବ ଗୃହ କାର୍ଯ୍ୟ । ଉଭୟଙ୍କ ପାଖରେ ରହିଛି ଅନେକ ପ୍ରସଙ୍ଗ। ଆଇନଶୃଖଳା, ଶିକ୍ଷା, ବେକାରୀ,…

ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ, ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ):  ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ । ଟିମ୍‌ ନବୀନରେ କିଏ ହେବେ ନୂଆ ମୁହଁ? କାହାକୁ ମିଳିବ କେଉଁ ବିଭାଗ? ବଦଳିବାକୁ ଯାଉଥିବା ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ । ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଚର୍ଚ୍ଚା ଜୋର ଧରିଛି। ଗଞ୍ଜାମ ଓ ପଶ୍ଚିମ…