Browsing Tag

odisha BJP president

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନାରେ ଆକ୍ରାନ୍ତ, ଟ୍ବିଟ୍ କରି ଦେଲେ ସୂଚନା

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ଯାହାଫଳରେ ତାଙ୍କୁ ଗତ ରାତିରେ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଛି। ଏନେଇ ସମୀର ମହାନ୍ତି ନିଜେ ଟ୍ବିଟ୍ କରି ଲେଖିଛନ୍ତି, କରୋନାର ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି ।…