Browsing Tag

Odisha Cabinet

ରାଜ୍ୟ କ୍ୟାବିନେଟରେ ୮ ପ୍ରସ୍ତାବରେ ବାଜିଲା ମୋହର, ନିଯୁକ୍ତି ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ…

ରାଜ୍ୟ କ୍ୟାବିନେଟରେ ୮ ପ୍ରସ୍ତାବରେ ବାଜିଲା ମୋହର।  ନିଯୁକ୍ତି ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।  ଏଣିକି ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଦୋଷୀଙ୍କୁ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ହେବ ।  ପରୀକ୍ଷା କରୁଥିବା ସର୍ଭିସ…

ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି, ସରକାରୀ ଚାକିରିଆଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ବିବାହିତା ଝିଅ ଓ ସାବତ…

ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ।  ସରକାରୀ ଚାକିରିଆଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ବିବାହିତା ଝିଅ ଓ ସାବତ ଝିଅଙ୍କୁ ବି ମିଳିବ ନିଯୁକ୍ତି ।  ଏଥିପାଇଁ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପୂର୍ବରୁ ଓଡ଼ିଶା…

୫ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର : ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୫ଟିପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଶ୍ରମିକଙ୍କ ସର୍ବ ନିମ୍ନ ମଜୁରୀ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି…

ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ : ଉପଦେଷ୍ଟା କମିଟିକୁ ପଠାଗଲା କ୍ୟାବିନେଟ୍ ର ପୂର୍ବ ନିଷ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ): ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ । ଉପଦେଷ୍ଟା କମିଟିକୁ ପଠାଗଲା କ୍ୟାବିନେଟ୍ ର ପୂର୍ବ ନିଷ୍ପତ୍ତି । ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଯାଇଛି । ଏ ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।…

୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର (କେନ୍ୟୁଜ): ୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର। ଆପାର୍ଟମେଣ୍ଟ ଓ ସାମୁହିକ ଗୃହନିର୍ମାଣ ନିମନ୍ତେ ପ୍ରତ୍ସୋହନ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ସେ ଗୁଡିକରେ ଉତ୍ତରାଧୀକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ କ୍ୟାବିନେଟରେ ପରିବର୍ତ୍ତିତ ଅଧିନିୟମ ଆଗତ…

ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ: ଖାନ ନଗରଠାରୁ ଲିଙ୍କ ରୋଡ ହେବ ୬ ଲେନ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଅନୁମୋଦନ ଲାଭ କରିଥିବା ପ୍ରସ୍ତାବ ମଧ୍ୟରେ ରହିଛି କଟକ ରିଂ ରୋଡକୁ ( ଖାନ ନଗରଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ) ୬ ଲେନ ବିଶିଷ୍ଟ କରାଯିବ।  ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ କରାଯିବ ବୋଲି ଜଣାପଡ଼ିଛି।…

ତୃତୀୟ ଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନ୍‌ସନ, କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର

କେନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ବଜେଟକୁ ଅନୁମୋଦନ ମିଳିଛି । ଏହାସହ ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର। ଗଣଶିକ୍ଷା ବିଭାଗରେ ଛୁଟିରେ କିମ୍ବା ଟ୍ରେନିଂରେ ଗଲେ ଖାଲି ପଡୁଥିବା ପଦବୀ ପୂରଣ ପାଇଁ ଲିଭ୍‌ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ…

ରାଜ୍ୟ କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବରେ ବାଜିଲା ମୋହର, ନଜର ପକାନ୍ତୁ କେଉଁ କେଉଁ ପ୍ରକଳ୍ପ ପାଇଁ କେତେ ମିଳିଲା…

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟ କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବରେ ବାଜିଲା ମୋହର । ବୈତରଣୀ ନଦୀରେ ନିର୍ମାଣ ହେବ ଆଉ ଦୁଇଟି ବ୍ୟାରେଜ୍‌ । ୨୦୦ କୋଟି ଖର୍ଚ୍ଚ ହେବ । ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲର ଲେଫ୍ଟ କମାଣ୍ଡ ଏରିଆରେ ପାଣି ଯୋଗାଇ ଦିଆଯିବ । ଭୂତଳ ଜଳ ଯୋଗାଣ ଉପରେ ମୋହର ବାଜିଛି…

ଫୋକସ୍‌ରେ ୨୦୨୪ ନିର୍ବାଚନ : ମୁଖ୍ୟମନ୍ତ୍ରୀଙ୍କ ସହ ଚାଲିଛି ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କ ବୈଠକ, ନୂଆ ଦାୟିତ୍ୱ ମିଳିବା…

ଭୁବନେଶ୍ୱର (କେନ୍ୟୁଜ):  ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ନେତା ନବୀନ ନିବାସରେ ପହଁଞ୍ଚିଛନ୍ତି । ନବୀନଙ୍କ କ୍ୟାବିନେଟରୁ ବାଦ ପଡ଼ିଛନ୍ତି ୧୦ ମନ୍ତ୍ରୀ । ତେବେ ବାଦ ପଡିଥିବ ମନ୍ତ୍ରୀ ମାନଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି ପଦ୍ମନାଭ…

କ୍ୟାବିନେଟର ବଡ଼ ଘୋଷଣା: ଚାକିରି ପାଇଁ ଜେନେରାଲ ପିଲାଙ୍କ ୩୮ ଓ SC ST ପିଲାଙ୍କ ୪୩ ବର୍ଷ ବୟସକୁ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ଓଡିଶା ସରକାରଙ୍କର ବଡ଼ ଘୋଷଣା। ଚାକିରି ଲାଗି ବଢିଲା ସର୍ବାଧିକ ବୟସ ସୀମା।  ଆଜି  କ୍ୟାବିନେଟରେ ଏହି ନିଷ୍ପତ୍ତି ସହିତ  ୧୨ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅପର ଏଜ୍‌ ଲିମିଟ୍‌ ରୁଲ୍‌ସ ୩ ବର୍ଷ ପାଇଁ କୋହଳ କରାଯାଇଛି। ଚାକିରୀରେ ଅପର ଏଜ୍‌ ଲିମିଟ୍‌ ଥିଲା ୩୨…

ସି.ଇ.ଟି ମହାବିଦ୍ୟାଳୟକୁ ଓଡ଼ିଶା କ୍ୟାବିନେଟ ଏକକ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିବା ଯୁଗାନ୍ତକାରୀ ନିଷ୍ପତ୍ତି:ଡ଼ଃ…

ଭୁବନେଶ୍ୱର (କେନ୍ୟୁଜ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟରେ ସି.ଇ.ଟି ମହାବିଦ୍ୟାଳୟ କୁ ଏକକ ବିଶ୍ବବିଦ୍ୟାଳୟ ର ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଓଡ଼ିଶା ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ରାଜ୍ୟ ସରକାର ସି.ଇ.ଟି କୁ ଓଡ଼ିଶା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଏବେ ବସ୍ତିବାସିନ୍ଦାଙ୍କୁ ଅତି କମରେ ୩୦ ବର୍ଗ ମିଟର ଜମି ମିଳିବ

ଭୁବନେଶ୍ବର: ବସ୍ତି ବାସିନ୍ଦଙ୍କୁ ଜମି ଅଧିକାର ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏବେ ବସ୍ତିବାସିନ୍ଦାଙ୍କୁ ଅତି କମରେ ୩୦ ବର୍ଗ ମିଟର ଜମି ମିଳିବ । ପ୍ରକୃତରେ ଦଖଲରେ ଥିବା ଜମିର ପରିମାଣ ଯଦି ୩୦ମିଟରରୁ କମ ହୋଇଥିବ ଏବଂ ତାଙ୍କ ଜମିକୁ ଲାଗି କରି କିଛି ଜମି ଥାଏ, ତାହେଲେ…