Browsing Tag

odisha cm mohan majhi

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ଅଛନ୍ତି ମାତ୍ର ୧୫ ନକ୍ସଲ । ମାଓନେତା ଶ୍ରୁକ୍ରୁ ନେତୃତ୍ବରେ ଓଡ଼ିଶାରେ ୧୫ ମାଓବାଦୀ ସକ୍ରିୟ ଅଛନ୍ତି । କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏହି ମାଓବାଦୀମାନେ ସକ୍ରିୟ ଅଛନ୍ତି । ବିଧାନଭାରେ ଏକ ଅଣତାରକା ପ୍ରଶ୍ନର ଲିଖିତ…

ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ପାଗ ଖରାପ ଯୋଗୁ କୋଲକାତାରେ ଲ୍ୟାଣ୍ଡିଂ କରିଥିଲା ବିମାନ

ଭୁବନେଶ୍ୱର : ଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସକାଳେ ପାଗ ଖରାପ ଯୋଗୁ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରୁଥିବା ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିପାରିନଥିଲା । ଏହି ବିମାନଟି କୋଲକାତାରେ ଲ୍ୟାଣ୍ଡିଂ କରିଥିଲା । ପାଗ ବଦଳିବା ପରେ ମୁଖ୍ୟମନ୍ତ୍ରୀ…

ପାଗ ଖରାପ ଯୋଗୁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ, କୋଲକାତାରେ କଲେ ଲ୍ୟାଣ୍ଡିଂ

ଭୁବନେଶ୍ୱର : କୋଲକାତା ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ । ଭୁବନେଶ୍ବର ବଦଳରେ ଭୁନେଶ୍ବରରେ ଲ୍ୟାଣ୍ଡିଂ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ। ଭୁବନେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ ବିମାନଟି ଭୁନେଶ୍ବରରେ ଅବତରଣ କରିପାରନିଥିଲା । ଭୁବନେଶ୍ବର ପରିବର୍ତ୍ତେ କୋଲକାତାରେ ହେଲା ଲ୍ୟାଣ୍ଡିଂ। …

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର, ପତ୍ର ଉପରେ GST ୫%କୁ ହ୍ରାସ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି । କହିଛନ୍ତି, କେନ୍ଦୁପତ୍ର ଉପରେ ୫ ପ୍ରତିଶତକୁ ହ୍ରାସ ହୋଇଛି । କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି । ଓଡିଶାରେ…

କମିବ ସରକାର ଓ ଜନତାଙ୍କ ମଧ୍ୟରେ ଦୂରତା, ଲୋକଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ

କୌଣସି ସରକାରୀ ଅଫିସରେ ଆପଣଙ୍କୁ ହଇରାଣ କରାଯାଉଛି କି? କୌଣସି ସରକାରୀ ଅଧିକାରୀ ଲାଞ୍ଚ ମାଗୁଛନ୍ତି କି? ଏହାପରେ ପୋଲିସ ଆପଣଙ୍କ ଅଭିଯୋଗ ଶୁଣୁନି କି? ତେବେ ଆଉ ଚିନ୍ତା କରନ୍ତୁନ୍ତି । ଏନେଇ ଆପଣ ଟୋଲ୍ ଫ୍ରି ନମ୍ବର ୧୪୪୭୧ରେ କଲ୍ କରି ତୁରନ୍ତ ଅଭିଯୋଗ କରିପାରିବେ । ଆଉ ଆପଣଙ୍କ ଅଭିଯୋଗ…

କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ଭେଟିଛନ୍ତି ।  ଏହି ସାକ୍ଷାତ ଆଲୋଚନା ବେଳେ ରାଜ୍ୟ ଓ କେନ୍ଦ୍ର ସମନ୍ବୟ ଉପରେ ଗୁରୁତ୍ବ, ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଲୋଚନା…

ପୂର୍ବତନ ମୁଖ୍ୟ ସଚିବ ଡକ୍ଟର ସୁବାସ ପାଣିଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର : ପୂର୍ବତନ ମୁଖ୍ୟ ସଚିବ ଡକ୍ଟର ସୁବାସ ପାଣିଙ୍କ ପରଲୋକ ।  ୭୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।  ଆଜି ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ। ସେ ଜଣେ ବିଶିଷ୍ଟ ଲେଖକ, ଅନୁବାଦକ, ସଙ୍ଗୀତ ରଚୟିତା ତଥା ସୃଜନଶୀଳ ଦାର୍ଶନିକ ଭାବେ ପରିଚିତ ଥିଲେ। ଡ.…

ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ କେନ୍ଦୁଝର ଗସ୍ତ, ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ

କେନ୍ଦୁଝର : କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ।  ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ କେନ୍ଦୁଝର ଗସ୍ତ ଆରମ୍ଭ ହୋଇଛି । ଭୁବନେଶ୍ଵରରୁ ବାହାରି ରାଇସୁଆଁ Air Strip ରେ ଦିନ ୧୦ଟା ରେ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି । ସେଠାରୁ ସଡ଼କ ପଥରେ ଯାଇ Circuit House ରେ…

ବନ୍ୟାରେ ପ୍ରଭାବିତ ଲୋକଙ୍କୁ ୭ ଦିନ ମିଳିବ ରନ୍ଧା ଖାଦ୍ୟ, ରିପୋର୍ଟ ଆସିବା ପରେ ମିଳିବ କ୍ଷତିପୂରଣ

ଭୁବନେଶ୍ୱର : ବନ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ।  ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି।  ୩ଟି…

ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

ଭୁବନେଶ୍ୱର : ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।  ନୂଆ ଫର୍ମାଟରେ ମଗାଯାଇଥିବା ସମସ୍ତ ତଥ୍ୟ ରିପୋର୍ଟ କାର୍ଡରେ ରହିଛି । ସମବାୟ, ହସ୍ତଶିଳ୍ପ ବିଭାଗର ବର୍ଷକରେ ହାତକୁ ନିଆଯାଇଥିବା ଓ…

ଆକାଶ ମାର୍ଗରୁ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ, ପ୍ରଭାବିତ ହୋଇଛି ବାଲେଶ୍ବର, ଭଦ୍ରକ ଓ…

ଭୁବନେଶ୍ୱର : ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି।  ୩ଟି…

ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ, ୧୦୦୦ ଲୋକ ଅନଲାଇନରେ କରିଛନ୍ତି ପଞ୍ଜିକରଣ

ଭୁବନେଶ୍ବର : ଭୁବନେଶ୍ବରରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ।  ନୂଆ ପ୍ରକୋଷ୍ଠରେ ହେଉଛି ଅଭିଯୋଗ ଶୁଣାଣି ।  ୟୁନିଟ ୨ ସ୍ଥିତ କ୍ୟାପିଟାଲ ନର୍ସରୀ ନିକଟରେ ଚଳିତ ଥରର ଅଭିଯୋଗ ଶୁଣାଣ ଆୟୋଜିତ ହୋଇଛି।  ଆଜିର ଶୁଣାଣି ପାଇଁ ୧୦୦୦ ଲୋକ ଅନଲାଇନରେ ପଞ୍ଜିକରଣ କରିଛନ୍ତି ।…