ତୈଳଦର ବୃଦ୍ଧିକୁ ନେଇ ରାଜଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ୨ ଘଣ୍ଟିଆ ଧାରଣା
ଭୁବନେଶ୍ବର(କେନ୍ଯୁଜ୍): ଆକାଶ ଛୁଆଁ ହେଲାଣି ତୈଳଦର । ୮୦ ଟଙ୍କା ଛୁଇଁଲାଣି ପେଟ୍ରୋଲ ଦର। ବିଗତ ତିନି ସପ୍ତାହ ଭିତରେ ପେଟ୍ରୋଲ୍ର ଲିଟର ପିଛା ଦାମ୍ ୯ ଟଙ୍କା ୧୨ ପଇସା ଓ ଡିଜେଲ୍ ଦାମ୍ ୧୧ ଟଙ୍କା ଏକ ପଇସା ବଢ଼ିଥିଲା। ଗତକାଲି ପେଟ୍ରୋଲ୍ ଦର ୨୧ ପଇସା ଓ ଡିଜେଲ୍ ୨୫ ପଇସା ବଢ଼ିଥିଲା।…