ଆଜି ରାଜ୍ୟରେ ୩୬୬୪ କରୋନା ପଜିଟିଭ୍ ଚିହ୍ନଟ, ଗଲା ୨ ଜୀବନ
ଭୁବନେଶ୍ବର: ରାଜ୍ୟରେ ୩ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଆଉ ୩୬୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କ୍ୱାରେଣ୍ଟାଇନ୍ ରେ ଅଛନ୍ତି ୨୧୨୭ ଓ ଲୋକାଲ କଣ୍ଟାକ୍ଟ ୧୫୩୭ ବୋଲି ଜଣାପଡ଼ିଛି। ଖୋର୍ଦ୍ଧାରେ ସର୍ବାଧିକ ୭୦୪ କେସ୍…