ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫ ଶହ ୭୨ ପଜିଟିଭ୍ ଚିହ୍ନଟ, ୨୦ ମୃତ୍ୟୁ
ଭୁବନେଶ୍ବର(କେନ୍ଯୁଜ୍): ୨୪ ଘଣ୍ଟାରେ ରାଜ୍ୟରେ ୧୫ ଶହ ୭୨ ପଜିଟିଭ୍ ଚିହ୍ନଟ । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୨.୩୦ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ପଜିଟିଭ ଚିହ୍ନଟ ହେଇଛନ୍ତି । କଟକରୁ ୧୬୧, ସୁନ୍ଦରଗଡରୁ ୧୧୩, କୋରାପୁଟ ୮୭, ରାୟଗଡାରୁ ୭୪ ପଜିଟିଭ୍ ବାହାରିଛନ୍ତି । ଏହାସହ…