ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ, ଗଲା ୨୨ଜଣଙ୍କ ଜୀବନ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଜି ବି ୩ ହଜାର ତଳେ ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ । ଆଜି ମୋଟ ପଜିଟିିିଭ୍ ରେଟ୍ ରହିଛି ୪.୧୨ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୪୪୪ ସଂକ୍ରମିତ ହୋଇଛନ୍ତି । କଟକରୁ ୨୦୫, ସୁନ୍ଦରଗଡରୁ ୨୦୪, ଯାଜପୁରରୁ ୧୩୩…