Browsing Tag

odisha corona death toll

ରାଜ୍ଯରେ ଆଜି ୨୬୭୩ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୬ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ଯରେ ଆଜି ୨୬୭୩ କରୋନା ପଜିଟିଭ୍ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୫୫୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍‌ ରହିଛି ୧୧୧୯ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୧୪, ନୂଆପଡ଼ାରୁ ୧୫୯, କେନ୍ଦ୍ରାପଡ଼ାରୁ ୧୫୧, ଅନୁଗୁଳରୁ…

ରାଜ୍ଯରେ କରୋନା ନେଲା ଆଉ ୬ଜଣଙ୍କ ମୁଣ୍ଡ, ସମୁଦାୟ ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୬ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୩, ଗଜପତିରୁ ୧, ଭଦ୍ରକରୁ ୧ ଏବଂ…

ରାଜ୍ଯରେ ପୁଣି ୫ ମୁଣ୍ଡ ନେଲା କରୋନା, ମୋଟ୍ ମୃତ୍ଯୁ ସଂଖ୍ଯା ୧୦୮କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ପୁଣି ୫ ମୁଣ୍ଡ ନେଲା କରୋନା। ମୃତକଙ୍କ ମଧ୍ଯରେ ଗଞ୍ଜାମରୁ ୩, ଗଜପତିରୁ ଜଣେ ଓ କନ୍ଧମାଳରୁ ଜଣଙ୍କର ଜୀବନ ନେଇଛି ମହାମାରୀ। ଏହାକୁ ମିଶାଇ ମୋଟ୍ କରୋନା ମୃତ୍ଯୁ ସଂଖ୍ଯା ୧୦୮କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ ମହାମାରୀ ନେଲା ଆଉ ୩ ଜୀବନ: କରୋନା ଟାର୍ଗେଟରେ ଗଞ୍ଜାମ ଓ ଗଜପତି

ଭୁବନେଶ୍ବର: ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ । ଗଞ୍ଜାମରୁ ୨ ଓ ଗଜପତିରୁ ଜଣେ ମୃତ୍ଯୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୮୬ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ମୃତକଙ୍କ ଭିତରେ ଗଞ୍ଜାମର ଜଣେ ୬୩ ବର୍ଷିୟ…