Browsing Tag

odisha corona testing

ଆଜି ରାଜ୍ୟରେ ଦୁଇ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଟେଷ୍ଟିଂରେ ସାରା ଦେଶରେ ଚତୁର୍ଥ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଦୁଇ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨ସପ୍ତାହ ଧରି ପ୍ରତିଦିନ ୪ହଜାରରୁ ଅଧିକ ନୂଆ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ଟେଷ୍ଟିଂ ବଢୁଥିବାରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତଥାପି ଓଡ଼ିଶାରେ ପଜିଟିଭିଟି ହାର କମ୍‌ ରହିଛି। ଗତ…