Browsing Tag

odisha corona update

ଗାଁ ଗାଁ ବୁଲି ଗୀତ ଗାଇ କରୋନା ସଚେତନତା କରୁଛନ୍ତି ଏହି କୁନି କଳାକାର, ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ କରୁଛନ୍ତି…

ନିମାପଡା: ମହାମାରୀ କରୋନା ଏବେ ସାରା ବିଶ୍ବ ତଥା ଦେଶରେ ଚହଳ ପକାଇଛି । ଏଥିରୁ ବାଦ୍ ପଡିନି ଆମ ରାଜ୍ଯ ଓଡିଶା । ସରକାର କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ଯକ୍ରମ କରୁଛନ୍ତି । ବାରମ୍ବାର ହାତ ଧୋଇବା ସହିତ ଘର ଦ୍ବାର ସଫା ରଖିବା, ସାନିଟାଇଜର ବ୍ଯବହାର କରିବା…

ମୟୁରଭଞ୍ଜରୁ ୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୨୮୭ ବୃଦ୍ଧି

ମୟୁରଭଞ୍ଜ: ମୟୁରଭଞ୍ଜରୁ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ। ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୨୮୭ ବୃଦ୍ଧି ପାଇଛି । ଏହାକୁ ମିଶାଇ ମୟୂଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଁଚିଛି । ଆଜି ସକାଳୁ ରାଜ୍ୟରେ ଏକାଥରକେ ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ବର୍ତ୍ତମାନ ରାଜ୍ଯରେ…

ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଏବଂ ମୟୂରଭଞ୍ଜ ଓ ଜଗତସିଂପୁରକୁ ଅରେଞ୍ଜ ଜୋନ୍‌ ଘୋଷଣା

ଭୁବନେଶ୍ବର : ଜୋନ୍ ଅନୁଯାୟୀ ରଙ୍ଗ ବଦଳାଉଛି ଓଡ଼ିଶା । ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ମୟୂରଭଞ୍ଜ ଓ ଜଗତସିଂପୁର ହୋଇଛି ଅରେଞ୍ଜ ଜୋନ୍‌ । ଏ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଘୋଷଣା କରାଯାଇଛି…

କରୋନା ଆକ୍ରାନ୍ତ ନମ୍ବର ୬୧ରୁ ୬୯, ସମସ୍ତଙ୍କ ଯାତ୍ରା ବିବରଣୀ ଦେଲେ ସରକାର

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତ ହୋଇଥିବା ୬୧ରୁ ୬୯ ନମ୍ବର ଯାଏ ବ୍ୟକ୍ତିଙ୍କର ଟ୍ରାଭେଲ ହିଷ୍ଟ୍ରି ମିଳି ସାରିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ସବୁ ସୂଚନା ଦେଇଛି । ଏହି ବ୍ୟକ୍ତିମାନେ କେଉଁଠିକୁ ଯାଇଥିଲେ ଏବଂ କାହା ସହିତ ମିଶିଥିଲେ ସେ ସମ୍ପର୍କରେ ସୂଚନା ଦିଆଯାଇଛି…

ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୫ ନୂଆ ପଜିଟିଭ୍‌ଙ୍କ ଚାଲିଛି କଣ୍ଟାକ୍ଟ ଟ୍ରେସିଂ

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ୬୦ ଜଣ ଭୂତାଣୁରେ ସଂକ୍ରମିତ । ସେମାନଙ୍କ ଭିତରୁ ଆରୋଗ୍ୟ ଲାଭ କରିଛନ୍ତି ୧୮ ଜଣ । ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ କେସ୍‌ ରହିଛି ୪୧ । ଏପର୍ଯ୍ୟନ୍ତ ରାଜ୍ୟର ୯ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ୍‌…

ସତ୍ୟନଗରରେ ୪ ଜଣରୁ ତିନି ଜଣ ପଜେଟିଭ୍‌ଙ୍କ ଲିଙ୍କ୍‌ ରହିଛି ବମିଖାଲ ସହ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ସତ୍ୟ ନଗରରୁ ୪ଟି କୋଭିଡ୍‌-୧୯ ପଜେଟିଭ୍‌ ବାହାରିଛି । ଏକଥା ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଏମାନଙ୍କ ମଧ୍ୟରୁ ତିନି ଜଣଙ୍କର ଲିଙ୍କ ବମିଖାଲ ପରିବାର ସହିତ ରହିଛି । ତେଣୁ ସେମାନଙ୍କ ଠାରୁ ସଂକ୍ରମଣ ହୋଇଥିବା ସନ୍ଦେହ…