ରାଜ୍ଯରେ ଆଜି ୨୪୪ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ଯୁ ସଂଖ୍ଯା ୧୮୯୨କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ଯରେ ଆଜି ୨୪୪ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୪୨, ଏବଂ ଲୋକାଲ୍ କେସରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ହଜାର ୧୦୬କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…