Browsing Tag

odisha corona

ଭଦ୍ରକ ଜିଲ୍ଲା ପାଇଁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି: ଅନ୍ୟ ରାଜ୍ୟରୁ ଆସୁଥିବା ଲୋକେ ଫୋନ କରି ସମସ୍ତ ତଥ୍ୟ ଦେବାକୁ…

ଭଦ୍ରକ: ଭଦ୍ରକରେ ଦିନକୁ ଦିନ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢିଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି । ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକର ୧୧ଟି…

ଭଦ୍ରକ,ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ କରୋନା ମୁକାବିଲା ପାଇଁ ୩ ଜଣ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ

ଭୁବନେଶ୍ବର: ଭଦ୍ରକ , ଯାଜପୁର ଓ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାପରେ ପ୍ରଶାସନ ସଜାଗ। ଏହି ୩ ଜିଲ୍ଲାରେ କରୋନା ମୁକାବିଲା ପାଇଁ ୩ ଜଣ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ଭଦ୍ରକ ପାଇଁ ଏସ୍‌.କେ ଲୋହାନୀ, ପି. କେ ମେହେର୍ଦ୍ଦାଙ୍କୁ ଯାଜପୁର ଓ ଏସ୍‌.କେ ବଶିଷ୍ଠଙ୍କୁ…

୩ ଜିଲ୍ଲାରେ କଣ୍ଟେନ୍‌ମେଣ୍ଟ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ବର: ଗତ ୩୬ ଘଣ୍ଟା ମଧ୍ୟରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ଚିନ୍ତା ବଢିଛି । ଏଥିପାଇଁ ଜିଲ୍ଲାପ୍ରଶାନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ସେପଟେ ୩ ଜିଲ୍ଲା ମେଡିକାଲ କଲେଜର ଦକ୍ଷ ଅଧିକାରୀ, ବରିଷ୍ଠ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କଲା ଗଜପତି ଜିଲ୍ଲାର ଶବର କଲ୍ୟାଣ ସମିତି 

ମୋହନା: କରୋନା ମହାମାରୀ ସମୟରେ ଆର୍ଥିକ ସ୍ଥିତି ସୁଦୃଢ କରିବା ସହ କୋଭିଡ-19 ସହ ଲଢେଇ ପାଇଁ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷ ସରକାରୀ ପାଣ୍ଠି କୁ ଆର୍ଥିକ ଅନୁଦାନ ମାନ ପ୍ରଦାନ କରୁଛନ୍ତି। ଏକ୍ଷେତ୍ରରେ ସହାୟତାର ହାତ ବଢ଼ାଇଛନ୍ତି ଓଡିଶାର ଗଜପତି ଜ଼ିଲ୍ଲାରେ ବାସବାସ କରୁଥିବା ଆଦିବାସୀ…

ରାଜ୍ୟରେ ୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟଙ୍କ ମଧ୍ଯରୁ ୫ ଭଦ୍ରକର ଏବଂ ୨ ବାଲେଶ୍ବରର

ଭୁବନେଶ୍ବର: ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ପରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ସୂତ୍ରରୁ ଜଣାପଡିଛି କି ୭ କରୋନା ପଜିଟିଭଙ୍କ ମଧ୍ଯରୁ ୫ ଭଦ୍ରକର ଏବଂ ୨ ବାଲେଶ୍ବରର । 7…

କରୋନା ଅଟକାଇ ପାରିଲାନି ବାହାଘର, ମାସ୍କ ପିନ୍ଧି ବେଦୀରେ ବସିଲେ ବର କନ୍ୟା

ତାଳଚେର /ସୁନ୍ଦରଗଡ଼: ନା ବାଜା ବାଜଣା, ନା ବାଣ କି ବରଯାତ୍ରୀ । ବନ୍ଧୁ ବାନ୍ଧବଙ୍କ କୋଳାହଳ ବି ନାହିଁ । ମାତ୍ର ୬ଟି ଲୋକରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ । କରୋନା କଟକଣା ଯୋଗୁଁ ନିରାଡମ୍ବରେ ହୋଇଛି ବାହାଘର। ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ କରିଛନ୍ତି । ତାଳଚେର ସନ୍ଥପଡ଼ା ଗାଁର…

ଓଡ଼ିଶାରେ କରୋନାର ସ୍ଥିତି : ୪୮ ଘଣ୍ଟାରେ କେହି ପଜେଟିଭ୍‌ ନାହାନ୍ତି, କମିିଛି ଡବଲିଂ ହାର

ଭୁବନେଶ୍ୱର : ରାଜ୍ୟ ପାଇଁ ବହୁତ ବଡ଼ ଖୁସି ଖବର ହେଉଛି ଗତ ୪୮ ଘଣ୍ଟା ଭିତରେ କୌଣସି କରୋନା ପଜେଟିଭ୍‌ ଚିହ୍ନଟ ହୋଇ ନାହାନ୍ତି । ପୁଣି କମିଛି ପଜେଟିଭ୍‌ କମିିଛି ଡବଲିଂ ହାର । ଏବେ ସୁଦ୍ଧା ରାଜ୍ୟରେ ୬୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା…

୨ୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ଯାଜପୁର ଜିଲ୍ଲା ପ୍ରଶାସନ, ଆକ୍ରାନ୍ତଙ୍କ ସହ ଯିଏ ମିଶିଛନ୍ତି ୧୦୪କୁ…

ଯାଜପୁର: ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାକୁ ନେଇ ଚିନ୍ତାରେ ପ୍ରଶାସନ । ଏହି ସଂକ୍ରମିତ ଜଣଙ୍କ କୋଲକାତାରୁ ଏକ ଟାଟା ମ୍ୟାଜିକରେ ପାଣିକୋଇଲି ଯାଏ ଆସିଥିଲେ । ଏହାପରେ ଏକ ମାଛ ବୁହା ଗା଼ଡ଼ିରେ ନିଜ ଗାଁକୁ ଫେରିଥିଲେ ।…

ରାଜ୍ୟରେ ବଢ଼ିଛି କୋଭିଡ୍‌ ହସପିଟାଲ ଓ ଲବରେଟୋରୀ ସଂଖ୍ୟା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୌଣସି କରୋନା ପଜେଟିଭ୍‌ ଚିହ୍ନଟ ହୋଇ ନାହାନ୍ତି । ଏହା ଏକ ଶୁଭ ଖବର ବୋଲି ସ୍ୱାସ୍ଥ୍ୟ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ୬ଟି କୋଭିଡ୍‌ ଲବାରେଟୋରୀ କାର୍ଯ୍ୟକ୍ଷମ ଅଛି । ଭୁବନେଶ୍ୱର, ବ୍ରହ୍ମପୁର,…

କରୋନା ଲଢ଼େଇରେ କାହିଁକି ଆଗୁଆ ଓଡ଼ିଶା ? କେନ୍ଦ୍ରର ନିଷ୍ପତ୍ତି ପୂର୍ବରୁ ପ୍ରଥମେ ପଦକ୍ଷେପ ନେଉଛନ୍ତି ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସମୟସୀମା ବଢ଼ାଇଛନ୍ତି । ଭାରତରେ କରୋନା ପରିସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ରିସ୍କ ନେବାକୁ ଚାହିଁ ନାହାନ୍ତି । ସେ କହିଛନ୍ତି ମଣିଷ ଜୀବନର ମୂଲ୍ୟ ଲକ୍‌ଡାଉନ୍‌ କଷ୍ଟ…

ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ନିଯୁକ୍ତ ହେଲେ ୬ ଜଣ ଆଇଏଏସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ୬ ଜଣ ଆଇଏଏସ୍‌ ନିଯୁକ୍ତ । ଅତିରକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ପାହ୍ୟାର ୬ ଜଣ ଅଧିକାରୀ ବିଏମ୍‌ସର ତିନିଟି ଜୋନ୍‌ ଦାୟିତ୍ୱରେ ରହିବେ । ରଞ୍ଜନା ଚୋପ୍ରା, ବିଷ୍ଣୁପଦ ସେଠୀ, ଏସ୍‌କେ ଲୋହାନୀ, ଶାଶ୍ୱତ ମିଶ୍ର, ଅଶୋକ କୁମାର ମୀନା…

ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୫ ନୂଆ ପଜିଟିଭ୍‌ଙ୍କ ଚାଲିଛି କଣ୍ଟାକ୍ଟ ଟ୍ରେସିଂ

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ୬୦ ଜଣ ଭୂତାଣୁରେ ସଂକ୍ରମିତ । ସେମାନଙ୍କ ଭିତରୁ ଆରୋଗ୍ୟ ଲାଭ କରିଛନ୍ତି ୧୮ ଜଣ । ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ କେସ୍‌ ରହିଛି ୪୧ । ଏପର୍ଯ୍ୟନ୍ତ ରାଜ୍ୟର ୯ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ୍‌…