Browsing Tag

odisha corona

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଯାଜପୁରରୁ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ଗତକାଲି ପରୀକ୍ଷା ହୋଇଥିବା ୪ ହଜାର ୭୩୪ ନମୁନା ମଧ୍ୟରୁ ୪ ହଜାର ୬୭୮ ଜଣଙ୍କ ନମୁନା ନେଗେଟିଭ୍‌ ଆସିଛି । ୫୬ ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ଯାଜପୁର…

ଆକ୍ରାନ୍ତ କମ୍, ସୁସ୍ଥ ହେଉଛନ୍ତି ଅଧିକ: ଏଇ ଆମ ଓଡିଶା

ଭୁବନେଶ୍ବର: କରୋନା ସହ ଲଢ଼େଇରେ ରାଜ୍ୟବାସୀଙ୍କ ପାଇଁ ଖୁସି ଓ ଆଶ୍ୱସ୍ତିକର ଖବର । ସୁସ୍ଥ ହେଲେ ଆଉ ୫ ଜଣ କରୋନା ଆକ୍ରାନ୍ତ । ଆରୋଗ୍ୟ ଲାଭ କରିଥିବା ସମସ୍ତେ ଭୁବନେଶ୍ୱରର । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ କରି…

ରାଜ୍ୟରେ ୮୦ ପ୍ରତିଶତ ପଜିଟିଭଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ନଥିଲା : ଶାଳିନୀ ପଣ୍ଡିତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ପ୍ରତିଦିନ ୩୦୦ରୁ ୪୦୦ କୋଭିଡ ଟେଷ୍ଟ କରାଯାଉଛି । ଆସନ୍ତା ୧୦ ଦିନ ମଧ୍ୟରେ ୩ ଗୁଣା ଅଧିକ ଟେଷ୍ଟ କରାଯିବ । ଯେତେ ଅଧିକ ଟେଷ୍ଟିଂ ହେବ ସେତେ କରୋନା ଧରାପଡିବ । ରାଜ୍ୟରେ ୮୦ ପ୍ରତିଶତ ପଜିଟିଭଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ନଥିଲା । ବର୍ତ୍ତମାନ…

ଭୁବନେଶ୍ୱର : ୫ଟି ସ୍କୁଲରେ ଚାଲିଛି ସ୍ୱାବ୍‌ ଟେଷ୍ଟ, ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସନ୍ଦିଗ୍ଧଙ୍କ ସ୍ୱାବ ନମୂନା…

ଭୁବନେଶ୍ୱର: ଭୁବନେଶ୍ୱରର ୫ଟି ସ୍କୁଲରେ ସ୍ୱାବ୍‌ ଟେଷ୍ଟ । ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ଉଚ୍ଚବିଦ୍ୟାଳୟ, ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ୍‌ ଅଲ୍ଲୀ ହାଇସ୍କୁଲରେ ସ୍ୱାବ୍‌ ପରୀକ୍ଷା କରାଯାଉଛି । ଆସନ୍ତା ୧୭…

ଯାଜପୁର ଓ ଗଞ୍ଜାମରେ କୋଭିଡ ହସ୍ପିଟାଲ ଲୋକାର୍ପିତ, ଅତ୍ୟାଧୁନିକ ଯନ୍ତ୍ରପାତିର କରାଯାଇଛି ବ୍ୟବସ୍ଥା

ଯାଜପୁର: ଯାଜପୁରରେ ଲୋକାର୍ପିତ ହୋଇଛି ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । କଳିଙ୍ଗନଗରରେ ରହିଥିବା ଟାଟା ଷ୍ଟିଲ ମେଡିକା ହସ୍ପିଟାଲକୁ ୧୫୦ ଶଯ୍ୟା ବିଶିଷ୍ଟ କେଭିଡ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି । ଏହାକୁ ଯାଜପୁର ଜିଲ୍ଲାପାଳ ଲୋକାର୍ପିତ କରିଛନ୍ତି । ସମ୍ପୂର୍ଣ୍ଣ ସଂକ୍ରମଣ…

ସାବଧାନ୍‌ ! ଆଇନ୍‌ ଭାଙ୍ଗିଲେ ଜେଲ୍‌ ଓ ଜରିମନା, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ବିରୋଧରେ ଲଢ଼େଇକୁ ରାଜ୍ୟ ସରକାର ଆହୁରି ଜୋରଦାର କରିଛନ୍ତି । ଆଜି ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏ ସମ୍ପର୍କିତ ସବିଶେଷ ବିବରଣୀ ଦେଇଛନ୍ତି । ରାଜ୍ୟରେ ୬ ହଜାର କୋଭିଡ୍‌ ବେଡ୍‌ କରାଯିବ ବୋଲି ସେ କହିବା…

ପୁରୀରେ ଦୁଇ ମିଟରକୁ ବଢିଲା ସାମାଜିକ ଦୂରତା, ନିୟମ ଉଲ୍ଲଂଘନ କଲେ ଦୋକାନୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ପୁରୀ: କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ରଖିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଦୋକାନୀ, ରିଟେଲର ଓ ପରିବା ଦୋକାନୀ ୨ରୁ ୩ ମିଟର ବ୍ୟବଧାନରେ ବ୍ୟବସାୟ କରିବେ । ନିୟମ ଉଲ୍ଲଂଘନ କଲେ ଦୋକାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ…

ମାଡି ଆସିଲା ଚିନ୍ତା, ଗୋଟିଏ ଦିନରେ ଓଡ଼ିଶାରେ ଚିହ୍ନଟ ହେଲେ ୧୫ କରୋନା ପଜେଟିଭ,ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ…

କେନ୍ୟୁଜ(ବ୍ୟୁରୋ): ମାଡି ଆସିଲା ଚିନ୍ତା, ରାଜ୍ୟରେ ଗିଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା ୧୫। ଭାବନେଶ୍ୱରର ସୂର‌୍ୟ୍ୟନଗର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ଜଣ ପଜେଟିଭ ଚିହ୍ନଟ ହୋଇଥିବା ବେଳେ କଟକର ଜଣେ, ପୁରୀର ଜଣେ, ବମିଖାଲର ୩ ଜଣ, ଭଦ୍ରକର ଦୁଇଜଣ ଓ ଯାଜପୁରର…

ବିଧାନସଭା ଡିସ୍‌ପେନସାରୀ ଡାକ୍ତର ଲଳିତ ବେହେରାଙ୍କ ଉପରୁ ହଟିଲା ନିଲମ୍ୱନ ଆଦେଶ, ତୃତୀୟ କରୋନା ସଂକ୍ରମଣ ବ୍ୟକ୍ତିଙ୍କ…

ଭୁବନେଶ୍ୱର(କେନ୍ୟୁଜ) : ହଟିଲା ବିଧାନସଭାର ଡିସ୍‌ପେନସାରୀ ଡାକ୍ତର ଲଳିତ ବେହେରାଙ୍କ ଉପରୁ ନିଲମ୍ୱନ ଆଦେଶ । ନିଲମ୍ବନ ଆଦେଶ ଉଠାଇଲେ ରାଜ୍ୟ ସରକାର। ପୁଣି ତାଙ୍କୁ ବିଧାନସଭାର ଡିସ୍‌ପେନସାରୀରେ ମେଡିକାଲ ଅଫିସର ଭାବେ ଅବସ୍ଥାପିତ କଲେ ରାଜ୍ୟସରକାର । ପୂର୍ବରୁ ରାଜ୍ୟରେ କରୋନା…

ଓଡ଼ିଶାରେ ଚିହ୍ନଟ ହେଲେ ଚତୁର୍ଥ କରୋନା ଆକ୍ରାନ୍ତ, ଦୁବାଇ ଫେରନ୍ତା ହେଉଛନ୍ତି ଭଦ୍ରକର ଲୋକ

କେନ୍ୟୁଜ(ବ୍ୟୁରୋ):ଚିହ୍ନଟ ହେଲେ ଚତୁର୍ଥ କରୋନା ଆକ୍ରାନ୍ତ, ଟ୍ୱିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ବ୍ୟକ୍ତି ଜଣକ ୨୯ ବର୍ଷ ବୟସ୍କ ଓ ସେ ଭଦ୍ରକ ଜିଲ୍ଲାର ବୋଲି ଜଣା ପଡ଼ିଛି । ବ୍ୟକ୍ତି ଜଣକ ନିକଟରେ ଦୁବାଇରୁ ଫେରିଥିବାର ସୂଚନା ରହିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ…