Browsing Tag

odisha corona

ରାଜ୍ୟରେ ରେକର୍ଡ: ୨୪ ଘଣ୍ଟାରେ ୧୨ହଜାର ୩୯୦ ପଜିଟିଭ୍‌ ଚିହ୍ନଟ, ୨୨ ମୃତ

ଭୁବନେଶ୍ବର: କରୋନାର ଲମ୍ବା ଲମ୍ଫ । ରାଜ୍ୟରେ ରେକର୍ଡ ୨୪ ଘଣ୍ଟାରେ ରେକର୍ଡ ୧୨ହଜାର ୩୯୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୨ ହଜାର ଟପିଛି ଦୈନିକ ସଂକ୍ରମଣ । ଦିନକରେ ସର୍ବାଧିକ ୨୨୦୧ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡରୁ ୮୮୨, କଟକରୁ ୭୧୯, ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ, ସବୁ ସ୍ୱାସ୍ଥ୍ୟକର୍ମୀ ଓ ନର୍ସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ। ଓଡ଼ିଶାରେ କୋଭିଡ ଟିକା ନଷ୍ଟ ହେଉନାହିଁ । କେନ୍ଦ୍ର ଦେଉଥିବା ଅନୁଦାନଠାରୁ ରାଜ୍ୟ ଅଧିକ ଡୋଜ୍‌ ବ୍ୟବହାର କରୁଛି । ଏଥିପାଇଁ ସବୁ ସ୍ୱାସ୍ଥ୍ୟକର୍ମୀ ଓ ନର୍ସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭ୍ୟାକସିନ୍‌…

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ୫ଲକ୍ଷ ପାର୍‌ କଲା ପଜିଟିଭ୍‌ ସଂଖ୍ୟା । ପୁଣି ୧୦ ହଜାର ପାର୍‌ କରିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୪୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୧ହଜାର ୧୮୬, କଟକରେ…

ରାଜ୍ୟରେ ଆଜି ଆଉ ୮୬୮୧ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ୧୪ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୮ ହଜାର୍‌ ପାର କଲା କରୋନା ପଜିଟିଭଙ୍କ ସଂଖ୍ୟା। ଆଉ ୮୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ଜଣ ନୂଆ କେସ୍‌ ରହିଛି। ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦ ଓ ପୁରୀ ୫୧୪ ଜଣ…

ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି ଓଡ଼ିଶାର ସ୍ଥିତି, ୮୫ ପ୍ରତିଶତ ହସ୍ପିଟାଲର ବେଡ୍‌ ଖାଲି

ଭୁବନେଶ୍ବର: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି। ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ କୋଭିଡ୍‌ ହସ୍‌ପିଟାଲରେ ମାତ୍ର ୧୮.୦୩ ପ୍ରତିଶତ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଧାରଣ ବେଡ୍‌ରେ ୨୨. ୧୮ ପ୍ରତିଶତ…

ଆଜି ରାଜ୍ୟରେ ଆଉ ୬୫୯୯ କରୋନା ପଜିଟିଭ୍‌ ଚିହ୍ନଟ, ୯ମୃତ

ଭୁବନେଶ୍ବର: ରାଜ୍ୟରେ ୬ ହଜାର ତଳକୁ ଖସୁନି କରୋନା ସଂକ୍ରମଣ। ଆଉ ୬୫୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୯ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। କ୍ୱାରେଣ୍ଟାଇନ୍‌ରୁ ୩ ହଜାର ୮୨୭, ଲୋକାଲ କଣ୍ଟାକ୍ଟ କେସ୍‌ ୨ ହଜାର ୭୭୨ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮…

ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍‌, ଭୁବନେଶ୍ୱର ୨୦ ଓ କଟକରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ବର: ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍‌ । ଆଜି ଓ କାଲି ଦୁଇ ଦିନ ବନ୍ଦ । ସୋମବାର ସକାଳ ୫ଟା ଯାଏ ବଳବତ୍ତର ରହିବ କଟକଣା । ତେବେ ଏହି ଦୁଇ ଦିନ ସକାଳ ୫ରୁ ୬ଟା ଯାଏ ଘଣ୍ଟାଏ କଟକଣା କୋହଳ କରାଯାଇଛି । ସଟଡାଉନ୍‌ ବେଳେ ଜାରି ରହିବ ଅତ୍ୟାବଶ୍ୟକ ସେବା । ଗାଡ଼ିମୋଟର ଚଳାଚଳ,…

ଆଜି ରାଜ୍ୟରୁ ୩୧୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୪ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୩୧୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୮୨୩ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୩୨୧। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 16th April New Positive Cases: 3144 In…

ରାଜ୍ୟବାସୀଙ୍କୁ ଆଜି ୫ଟା ୩୦ରେ ବାର୍ତ୍ତା ଦେବେ ମୁଖ୍ୟ ସଚିବ, ହୋଇପାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା !

ଭୁବନେଶ୍ବର: ଦେଶରେ ଆଜି ୨ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ ଏ ସଂଖ୍ୟା ରହିଛି ପାଖାପାଖି ୩ ହଜାର । ଦେଶର କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡିଶାର ସ୍ଥାନ ହେଉଛି ୧୮ । ଦେଶର ଦୈନିକ ସଂକ୍ରମଣ ହାର ତୁଳନାରେ ରାଜ୍ୟର ସଂକ୍ରମଣ ହାର ରହିଛି ୧ ଦଶମିକ ୪୮ ପ୍ରତିଶତ । ଆଜି…

‌କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ସବୁ ରାଜ୍ୟରେ ବଢୁଛି ଆମ ରାଜ୍ୟରେ ବି ବଢୁଛି । ମେଡ଼ିକାଲ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପରିମାଣରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବ ସେହି…

ରାଜ୍ୟରେ ଆଜି ୧୭୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୨ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ୨ହଜାର ମୁହାଁ କରୋନା ସଂକ୍ରମଣ। ଗତ ୨୪ଘଣ୍ଟାରେ ଆଉ ୧୭୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ୨୦୪ ନୂଆ କେସ୍‌ ରହିଛି। ବାଲେଶ୍ୱରରେ ଦୈନିକ ସଂକ୍ରମଣରେ ସବୁଠୁ ବଡ ଲମ୍ଫ…

ଆଜି ରାଜ୍ଯରେ ପୁଣି ଆଉ ୧୩୭୪ ପଜିଟିଭ୍ ଚିହ୍ନଟ, ଗଲା ୨ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୩୭୪ ନୂଆ ପଜିଟିଭ୍‌ ଚିହ୍ନଟ । ସାଂଘାତିକ ହେଉଛି ସୁନ୍ଦରଗଡ଼ ସ୍ଥିତି । ଗୋଟିଏ ଦିନରେ ସୁନ୍ଦରଗଡ଼ରୁ ୩୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । Covid-19 Report For 9th April New Positive Cases: 1374 In…