Browsing Tag

odisha coronavirus

ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା, ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍। ଏହାକୁ ମିଶାଇ ରାଜ୍ଯରେ ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି  ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ଭିତରେ ଜଣେ ୭୧ ବର୍ଷିୟ ବୃଦ୍ଧ ଅଛନ୍ତି । ଯିଏକ…

ରାଜ୍ୟରେ ଆଉ ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଜପତିରୁ ସର୍ବାଧିକ ୪୧ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଆଉ ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ ରେ ପହଞ୍ଚିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୮ଟି ଜିଲ୍ଲାରୁ ଏହି ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ…

କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଡୁମୁଡୁମାର ସୁବାସ ନଗର ବସ୍ତି, ଟ୍ରାଭେଲ ହିଷ୍ଟ୍ରି ନଥାଇ ଏଠାରୁ ବାହାରିଛନ୍ତି…

ଭୁବନେଶ୍ବର: କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଡୁମୁଡୁମାର କିଛି ଅଞ୍ଚଳ। ଡୁମୁଡୁମାର ସୁବାସ ନଗର ବସ୍ତିରୁ ଏକାଧିକ ପଜିଟିଭ ମିଳିବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମ୍‌ସି । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ଏଠାରୁ ବାହାରିଛନ୍ତି ଏକାଧିକ ଆକ୍ରାନ୍ତ। ଡୁମୁଡୁମା…

କରୋନା ସଂକ୍ରମଣର ହଟ୍‌ସ୍ପଟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ମୁତୟନ, ଓଡ଼ିଶାର ୫ଟି ଜିଲ୍ଲା ସାମିଲ୍

ଭୁବନେଶ୍ବର: କରୋନା ସଂକ୍ରମଣର ହଟ୍‌ସ୍ପଟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍। ଦେଶର ହଟ୍‌ସ୍ପଟରେ ଥିବା ୧୫ ରାଜ୍ୟର ୫୦ଟି ସହର ଓ ଜିଲ୍ଲାରେ ମୁତୟନ ହୋଇଛନ୍ତି ଏହି ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍‌ । ଏହା ମଧ୍ୟରେ ରହିଛି ଓଡ଼ିଶାର ୫ଟି ଜିଲ୍ଲା। କରୋନା ପ୍ରଭାବିତ କଟକ, ପୁରୀ, କେନ୍ଦ୍ରାପଡ଼ା,…

ଗୋଟିଏ ଦିନରେ ସର୍ବାଧିକ ୧୭୩ ପଜିଟିଭ୍‌, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୧୭୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ,…

ଶନିବାର ଓ ରବିବାର ସଟ୍‌ଡାଉନ ନେଇ SRCଙ୍କ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି, ଏହି ସବୁ ସେବାକୁ ମିଳିବ ଅନୁମତି

ଭୁବନେଶ୍ବର: ଜୁନ୍‌ ମାସ ପାଇଁ ଗତ ୧ ତାରିଖରୁ ରାଜ୍ୟ ସରକାର ଜାରି କରିଥିବା ସଟ୍‌ଡାଉନ୍ କଟକଣାରେ କିଛିଟା ପରିବର୍ତ୍ତନ ଆସିଛି। ଏ ବାବଦରେ ଗତକାଲି ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି।  ସଟ୍‌ଡାଉନ୍ କଟକଣାରେ ନିମ୍ନ ଲିଖିତ କାର୍ଯ୍ୟକଳାପ ସବୁକୁ…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷୀୟ ବ୍ୟକ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ସୂଚନା ଥାଉକି,…

ରାଜ୍ୟରେ ପୁଣି ନୂଆ ୭୯ କରୋନା ପଜିଟିଭ୍‌ ଚିହ୍ନଟ, ନୂଆ ଜିଲ୍ଲା ଭାବେ ସୋନପୁର ହେଲା ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ପୁଣି ନୂଆ ୭୯ କରୋନା ପଜିଟିଭ୍‌ ଚିହ୍ନଟ। ଏହାକୁ ମିଶାଇ ୧୫୦୦ ପାରି କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ କଟକରେ ସର୍ବାଧିକ ୧୬ଜଣ ପିଜିଟିଭ୍‌ ବାହାରିଛନ୍ତି। ଏହାସହ ବଲାଙ୍ଗିରରୁ ୧୪ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି…

ରାଜ୍ଯରେ ଆଉ ୬୭ଟି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୧୩୩୬ରେ ପହଁଚିଲା

ଭୁବନେଶ୍ବର: ବଢିବାରେ ଲାଗିଛି କରୋନା ମହାମାରୀ । ରାଜ୍ୟରେ ପୁଣି ନୂଆ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା…

ରାଜ୍ଯରେ ପୁଣି ୬୫ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ପୁଣି ୬୫ ନୂଆ କରୋନା ପଜିଟିଭ୍ ଚିହ୍ନଟ। ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଯାଜପୁରରୁ ସର୍ବାଧିକ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୧୩, କଟକରୁ ୬, କେନ୍ଦ୍ରାପଡ଼ାରୁ ୪, ପୁରୀରୁ ୪, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜ ଓ ନୟାଗଡ଼ରୁ ୨…

ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ ନୂଆ ମେଡିକାଲ କଲେଜରେ ହେବ କୋଭିଡ ଟେଷ୍ଟିଂ, OMSCL ଜରିଆରେ ଉପକରଣ ଶୀଘ୍ର କିଣିବା…

ଭୁବନେଶ୍ବର(କେନ୍ୟୁଜ): ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ଟି ନୂଆ ମେଡିକାଲ କଲେଜରେ କରାଯିବ କରୋନା ଟେଷ୍ଟ । ଆସନ୍ତା ୧୬ ତାରିଖରେ ବଲାଙ୍ଗୀର ଓ ୨୩ ତାରିଖରେ କୋରାପୁଟରେ ଆରମ୍ଭ ହେବ କୋଭିଡ ଟେଷ୍ଟିଂ। ସେହିପରି ବାରିପଦା ମେଡିକାଲ କଲେଜରେ ୩୧ ତାରିଖରେ ଟେଷ୍ଟିଂ ଆରମ୍ଭ କରାଯିବ । ଏନେଇ…

ଆଜି ଚିହ୍ନଟ ହୋଇଥିବା ୧୦୧ ଜଣଙ୍କ ଆସିଲା କେସ୍‌ ହିଷ୍ଟ୍ରି, ଏମାନଙ୍କ ମଧ୍ୟରୁ ୯୦ ଜଣ ଥିଲେ କ୍ୱାରେଣ୍ଟାଇନ୍‌ରେ

ଭୁବନେଶ୍ବର: ଆଜି ଚିହ୍ନଟ ହୋଇଥିବା ୧୦୧ ଜଣ କେସ୍‌ ହିଷ୍ଟ୍ରି ଆସିଛି । ଏମାନଙ୍କ ମଧ୍ୟରୁ ୯୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ୮ ଜଣ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳର । ଗଞ୍ଜାମର ୫୨, କେନ୍ଦୁଝରର ୨ ଓ ଯାଜପୁରର ୭ ପଜିଟିଭ୍‌ ମଧ୍ୟରୁ ୫ ଜଣ କୋଲକାତା ଫେରନ୍ତା ଓ ୨ ଜଣ ମହାରାଷ୍ଟ୍ର ଫେରନ୍ତା ।…