Browsing Tag

odisha coronavirus

ଆଜିଠାରୁ କଟକରେ କଣ ଖୋଲା ରହିବ କଣ ବନ୍ଦ ରହିବ? ଜାରି ହୋଇଥିବା ଗାଇଡଲାଇନ ଉପରେ ଥରେ ପକାନ୍ତୁ ନଜର

କଟକ: ଆଜିଠାରୁ କଟକରେ କଣ ଖୋଲା ରହିବ କଣ ବନ୍ଦ ରହିବ, ସେ ନେଇ ଗାଇଡଲାଇନ ଜାରି ହୋଇଛି । ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ସର୍ବସାଧାରଣ ବସ୍‌ ପରିବହନ ବନ୍ଦ ରହିବ । କେବଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ବସ୍‌ ଚାଲିପାରିବ । ସେହିପରି କେବଳ ସ୍ୱାସ୍ଥ୍ୟ ସଂପର୍କିତ ମାମଲାରେ…

ଖୋର୍ଦ୍ଧାକୁ ଟପିଲା ଯାଜପୁର: ପଜିଟିଭଙ୍କ ସଂଖ୍ୟାରେ ହେଲା ଏକ ନମ୍ବର

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ତେବେ ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୪୮ରେ ପହଞ୍ଚିଥିବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା୧୫୭ କୁ ବୃଦ୍ଧି ପାଇଛି ।ଆକ୍ରାନ୍ତ ଜଣକ ବରୀ ବ୍ଲକର ୬୨ ବର୍ଷୀୟ ବୟସ୍କ…

ପୁଣି ଯାଜପୁରରେ ଆଉ ୨ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି

ଯାଜପୁର: ଯାଜପୁରରେ ଆଉ ୨ କୋରୋନା ପଜିଟିଭ ଚିହ୍ନଟ । ଯାଜପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୫୫ ବର୍ଷିୟ ପୁରୁଷ ଯିଏକି ବିରଜାପୁର ଅଞ୍ଚଳର ଏବଂ ଆଉ ଜଣେ ୭୫ ବର୍ଷିୟା ମହିଳା ଯିଏକି କଟିକଟା ଅଞ୍ଚଳର ବୋଲି ଜଣାପଡିଛି । ଉଭୟ…

ଯାଜପୁରରେ ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି

ଯାଜପୁର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ଫଳରେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି।…

ଯାଜପୁର ବାସୁଦେବପୁରରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି, ମେ ୧୮ତାରିଖ ରାତି ୮ଟା ଯାଏ କଟକଣା ବଳବତ୍ତର

ଯାଜପୁର: ଯାଜପୁର ବାସୁଦେବପୁରରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି । କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ଗୋବିନ୍ଦପୁର ଗାଁ ସାମିଲ ହୋଇଛି। ମେ ୧୮ତାରିଖ ରାତି ୮ଟା ଯାଏ କଟକଣା ବଳବତ୍ତର ରହିଛି। ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା। ଗତକାଲି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ…

କ୍ବାରେଣ୍ଟାଇନ୍ ଗୃହରୁ ବାହାରି ଘରକୁ ଫେରିଲେ ମହାରାଷ୍ଟ୍ରରୁ ଯାଜପୁର ସାଇକେଲରେ ଆସିଥିବା ଯୁବକ

ଯାଜପୁର: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲା ଲକଡାଉନ କଟକଣା । ସାଇକେଲରେ ୧୭ ଶହ କିଲୋମିଟର ଆସିଥିଲେ ଯାଜପୁରର ୨୦ ବର୍ଷର ଯୁବକ । ସେ ମହାରାଷ୍ଟ୍ର ସଙ୍ଗ୍‌ଲିରେ ଏକ କମ୍ପାନୀରେ କାମ କରୁଥିଲେ । ଲକଡାଉନ ଯୋଗୁ ସେ ମାସିକ ଦରମା ପାଇନଥିଲେ । ଫଳରେ ସେ ଆବଶ୍ୟକ ମୁତାବକ ଖାଦ୍ୟରୁ ବଞ୍ଚିିତ…

ଭଦ୍ରକ,ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ କରୋନା ମୁକାବିଲା ପାଇଁ ୩ ଜଣ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ

ଭୁବନେଶ୍ବର: ଭଦ୍ରକ , ଯାଜପୁର ଓ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାପରେ ପ୍ରଶାସନ ସଜାଗ। ଏହି ୩ ଜିଲ୍ଲାରେ କରୋନା ମୁକାବିଲା ପାଇଁ ୩ ଜଣ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ଭଦ୍ରକ ପାଇଁ ଏସ୍‌.କେ ଲୋହାନୀ, ପି. କେ ମେହେର୍ଦ୍ଦାଙ୍କୁ ଯାଜପୁର ଓ ଏସ୍‌.କେ ବଶିଷ୍ଠଙ୍କୁ…

ଗତକାଲି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୨୦୯ଟି ସାମ୍ପଲ ଟେଷ୍ଟ, ବର୍ତ୍ତମାନ ସୁଦ୍ଧା ସରିଛି ମୋଟ ୧୫ହଜାର ୯୮୪ଟି…

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ଟେଷ୍ଟିଂ କ୍ଷମତା। ଗତକାଲି ଗୋଟିଏ ଦିନରେ ସର୍ବାଧିକ ୨୨୦୯ଟି ସାମ୍ପଲ ଟେଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୫ହଜାର ୯୮୪ଟି ନମୂନା ପରୀକ୍ଷା ହୋଇଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୩୨…

ଲଗାତର ଦୁଇ ଦିନ ଧରି ରାଜ୍ୟର ସବୁ ନମୁନା ଟେଷ୍ଟ ନେଗେଟିଭ୍‌, ସଂକ୍ରମିତଙ୍କ ସଂଖ୍ୟା ୬୦ରେ ସୀମିତ

ଭୁବନେଶ୍ବର: ଗତକାଲି ପରୀକ୍ଷା କରାଯାଇଥିବା ସମସ୍ତ ନମୁନା ନେଗେଟିଭ୍‌ ଆସିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୭ ହଜାର ୫୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଏହା ଭିତରୁ ୭ ହଜାର ୫୧୭ଟି ନମୁନା ନେଗେଟିଭ୍‌…

ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରେ ବଢିଲା କଣ୍ଟେନମେଣ୍ଟ ସମୟସୀମା, ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଗଲା ନିଷ୍ପତ୍ତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ସମୟସୀମା ବୃଦ୍ଧି କଲେ ପ୍ରଶାସନ । ବିଶ୍ରା ଅଞ୍ଚଳରେ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ତୃତୀୟ ଥର ପାଇଁ ଏପ୍ରିଲ…

ଏତେ କଟକଣା ପରେ ବି ଅମାନିଆ ଲୋକେ, ବ୍ଯାଙ୍କ ସମ୍ମୁଖରେ ଦେଖିବାକୁ ମିଳିଛି ଆକାଉଣ୍ଟଧାରୀଙ୍କ ଗହଳି

ନିଆଳି: ଯେତେ ମାଠିଲେ ମାଠ, ମୁଁ ସେଇ ଦର ପୋଡ଼ା କାଠ। ଆମ୍ଭେ କହୁଛୁ କରୋନା ମହାମାରୀ ରୂପ କରାଳ କାହାଣୀ। ବିଶ୍ବକୁ କବଳିତ କରିଛି ମହାମାରୀ କରୋନା। ବିଭିନ୍ନ ଦେଶରେ ପୋକ,ମାଛି ପରି ମରୁଛନ୍ତି ଲୋକ। ଏହି ମହାମାରୀ ପାଇଁ କେବଳ ସଚେତନତା ଏବଂ ସାମାଜିକ ଦୂରତ୍ବ ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଓ…

ଦେଶରେ ୧୭୦ ଜିଲ୍ଲାରେ ହଟ୍‌ସ୍ପଟ୍‌ ଜୋନ ଚିହ୍ନଟ: ଓଡ଼ିଶାର ହଟସ୍ପଟ୍‌ ରେଡ ଜୋନ୍‌ରେ ଖୋର୍ଦ୍ଧା ଓ କ୍ଲଷ୍ଟର ଜୋନରେ ଭଦ୍ରକ…

ଭୁବନେଶ୍ବର: ଦେଶରେ ୧୭୦ ଜିଲ୍ଲାରେ ହଟ୍‌ସ୍ପଟ୍‌ ଜୋନ ଚିହ୍ନଟ। ସେଥିରୁ ଓଡ଼ିଶାରେ ହଟ୍‌ସ୍ପଟ୍‌ ଜୋନରେ ରହିଛି ଦୁଇଟି ଜିଲ୍ଲା । ରେଡ୍‌ ଜୋନର ହଟ୍‌ସ୍ପଟ୍‌ ଲାର୍ଜ ଆଉଟ୍‌ବ୍ରେକ କ୍ୟାଟାଗୋରୀରେ ଖୋର୍ଦ୍ଧା ଜିଲ୍ଲା ରହିଥିବା ବେଳେ ହଟ୍‌ସ୍ପଟ୍‌ କ୍ଲଷ୍ଟର ଜୋନ୍‌ରେ ରହିଛି ଭଦ୍ରକ ଜିଲ୍ଲା ।…