ଆଜିଠୁ ଭୁବନେଶ୍ୱରରେ ଡ୍ରୋନ୍ ସାହାଯ୍ୟରେ ହେବ ବିଶୋଧନୀକରଣ, ପରୀକ୍ଷାମୂଳକ ଭାବେ ପ୍ରଥମ ପର୍ଯ୍ୟାୟରେ ରାଜମହଲରୁ…
ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଡ୍ରୋନ୍ ସାହାଯ୍ୟରେ ହେବ ବିଶୋଧନୀକରଣ । ପରୀକ୍ଷାମୂଳକ ଭାବେ ପ୍ରଥମ ପର୍ଯ୍ୟାୟରେ ରାଜମହଲରୁ ଶିଶୁଭବନ ପର୍ଯ୍ୟନ୍ତ କରାଯିବ ସ୍ପ୍ରେ । ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ ଏହି ବିଶୋଧନ କାମ । ଏହି ସମୟରେ ସଂପୃକ୍ତ ଅଞ୍ଚଳର ଲୋକମାନଙ୍କୁ ବାହାରକୁ…