Browsing Tag

odisha covid-19

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨୦ ପଜିଟିଭ୍‌ ଚିହ୍ନଟ, ୬୮ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ଦୁଇ ଦିନ ଧରି ହଜାରେ ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭୨୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୧.୪୧ ପ୍ରତିଶତ। ଯାହାକି ଗତକାଲି ଥିଲା ୧.୩୯ ପ୍ରତିଶତ । ୨୪…

ଆଜି ରାଜ୍ଯରେ ୨୯୧୭ କରୋନା ପଜିଟିଭ୍ ଚିହ୍ନଟ, ଗଲା ୪୫ ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୯୧୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୦୭ ପ୍ରତିଶତ । ଯାହାକି ଗତକାଲି ଥିଲା ୪.୩୪ ପ୍ରତିଶତ । ୨୪ ଘଣ୍ଟାରେ ୭୧ ହଜାର ୫୫୪ ଟେଷ୍ଟିଂ ହୋଇଥିଲା। ଟପ୍‌ ୫…

ରାଜ୍ୟରେ ରେକର୍ଡ: ୨୪ ଘଣ୍ଟାରେ ୧୨ହଜାର ୩୯୦ ପଜିଟିଭ୍‌ ଚିହ୍ନଟ, ୨୨ ମୃତ

ଭୁବନେଶ୍ବର: କରୋନାର ଲମ୍ବା ଲମ୍ଫ । ରାଜ୍ୟରେ ରେକର୍ଡ ୨୪ ଘଣ୍ଟାରେ ରେକର୍ଡ ୧୨ହଜାର ୩୯୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୨ ହଜାର ଟପିଛି ଦୈନିକ ସଂକ୍ରମଣ । ଦିନକରେ ସର୍ବାଧିକ ୨୨୦୧ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡରୁ ୮୮୨, କଟକରୁ ୭୧୯, ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।…

ଆଠମଲ୍ଲିକ ଏନଏସିର ୬ନଂ ଓ ୮ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆଠମଲ୍ଲିକ: ଆଠମଲ୍ଲିକରେ ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ୍। ଏନଏସିର ୬ନଂ ଓ ୮ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ। ମେ ୧ରୁ ୭ ଦିନ ପାଇଁ ଲାଗୁହେବ କଟକଣା। ଏହି ୨ଟି ୱାର୍ଡରେ କରୋନା ସଂକ୍ରମଣ ବୃଦ୍ଧିପାଇବା ପରେ ଏନଏସି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ…

ରାଜ୍ୟରେ କରୋନାର ବଡ ଲମ୍ଫ: ଗତ ୨୪ ଘଣ୍ଟାରେ ୧୦ ହଜାର ୪୧୩ କରୋନା ପଜିଟିଭ୍‌ ଚିହ୍ନଟ, ୧୧ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନାର ବଡ ଲମ୍ଫ । ଦୈନିକ ସଂକ୍ରମଣ ୧୦ ହଜାର ପାର୍‌ । ଗତ ୨୪ ଘଣ୍ଟାରେ ୧୦ ହଜାର ୪୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାର ସର୍ବାଧିକ ୧୭୯୬ ଆକ୍ରାନ୍ତ ହୋଇଛନ୍ତି। ସୁନ୍ଦରଗଡରୁ ୧୧ଶହ ପଜିଟିଭ୍‌ ରହିଛି। ତୃତୀୟରେ ରହିଛି କଟକ । ଆଜି କଟକରୁ ୮୨୮ ନୂଆ…

ପ୍ଲାଟ୍ୟୁରେ ପହଞ୍ଚିଲାଣି କି ରାଜ୍ୟରେ କୋଭିଡ୍‌ ସଂକ୍ରମଣ? ସପ୍ତାହେ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ସ୍ଥିର

ଭୁବନେଶ୍ବର: ପ୍ଲାଟ୍ୟୁରେ ପହଞ୍ଚିଲାଣି କି ରାଜ୍ୟରେ କୋଭିଡ୍‌ ସଂକ୍ରମଣ। ସପ୍ତାହେ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୬ରୁ ସାଢେ ୬ହଜାର ଭିତରେ ରହୁଛି। ନା ଦ୍ରୁତ ଗତିରେ ବଢୁଛି ନା କମୁଛି। ଏପ୍ରିଲ ୨୨ରେ ୬୧୬୪, ଏପ୍ରିଲ ୨୩ରେ ୬ହଜାର ୨୧୫, ଏପ୍ରିଲ ୨୪ରେ ୬ହଜାର ୬୪୭, ଏପ୍ରିଲ ୨୫ରେ ୬ ହଜାର…

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୬ହଜାର ୨ଶହ ୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୮ମୃତ

ଭୁବନେଶ୍ବର: ଲଗାତର ଦିତୀୟ ଦିନରେ ରାଜ୍ୟରେ ୬ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୬ହଜାର ୨ଶହ ୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୧୧ ରେଡ୍‌ ଜୋନ୍‌ ଜିଲ୍ଲା ଉପରେ ସଂକ୍ରମଣ ଉପରେ ରୋକ୍‌ ଲାଗୁନି। ଖୋର୍ଦ୍ଧାରୁ ସର୍ବାଧିକ…

ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ପଜିଟିଭ୍ ସଂଖ୍ଯା: ୨୪ ଘଣ୍ଟାରେ ୮୭୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ବି ରେକର୍ଡ ଭାଙ୍ଗିଲା କରୋନା ପଜିଟିଭ୍ ସଂଖ୍ଯା‌ । ପୁଣି ଦିନକରେ ୮୦୦ ଶହ ପାଖାପାଖି ପଜିଟିଭ୍ ଚିହ୍ନଟ‌ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍ ସେଣ୍ଟରରୁ ୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଲୋକାଲ୍…

ରାଜ୍ୟରେ ଆଉ ୨୯୭ କରୋନା ପଜିଟିଭ୍‌ ଚିହ୍ନଟ, କଳାହାଣ୍ଡିରୁ ସର୍ବାଧିକ ୫୭ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଉ ୨୯୭ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୭୪ ଓ ଲୋକାଲ କେସ୍‌ ରହିଛି ୧୨୩ । କଳାହାଣ୍ଡିରୁ ସର୍ବାଧିକ ୫୭ଜଣ ଆକ୍ରାନ୍ତ ରହିଛନ୍ତି। Covid-19 Report For 30th March New Positive Cases: 297 In quarantine: 174 Local contacts:…

ପୁଣି ଘାରିଲା କରୋନା ଭୟ: ରାଜ୍ୟରୁ ପୁଣି ଆଜି ୧୭୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟକୁ ପୁଣି ଘାରିଲା କରୋନା ଭୟ। ପୁଣି ଆଜି ୧୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୯୯, ଲୋକାଲ କେସ୍‌ ରହିଛି ୭୧ । ନୂଆପଡା ଜିଲ୍ଲାରୁ ସର୍ବାଧିକ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 23rd March New Positive Cases:…

ବିବାହ ଓ ଅନ୍ତ୍ୟେଷ୍ଟି-ଶୁଦ୍ଧି କ୍ରିୟା ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌, ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ବିବାହ ଓ ଅନ୍ତ୍ୟେଷ୍ଟି-ଶୁଦ୍ଧି କ୍ରିୟା ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌ । ବିବାହ ଉତ୍ସବରେ ଆଉ ୫ ଶହ ନୁହଁ, ୨ ଶହରୁ ଅଧିକ ସାମିଲ ହୋଇପାରିବେନି । ଅନ୍ତ୍ୟେଷ୍ଟି ଓ ଶୁଦ୍ଧିକ୍ରିୟାରେ ଆଉ ୫୦୦ ନୁହଁ ୫୦ ଜଣ ସାମିଲ ହୋଇପାରିବେ। ମ୍ୟାରେଜ୍‌ ହଲରେ ଉତ୍ସବ ଆୟୋଜନ ହେଉଥିଲେ,…

ରାଜ୍ୟରେ ପୁଣି ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ଯା, ଆଜି ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ‌

ଭୁବନେଶ୍ବର: ରାଜ୍ୟକୁ ପୁଣି ଘାରିଲା କରୋନା ଭୟ। ପୁଣି ୧୦୦ ଉପରେ ସଂକ୍ରମଣ। ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୮୭, ଲୋକାଲ କେସ୍‌ ରହିଛି ୫୯ । Covid-19 Report For 21st March New Positives Cases: 146 In quarantine: 87 Local…