୩ ମାସରୁ ଅଧିକ ସମୟ ହେଲାଣି ରାଜ୍ୟରେ ବଢ଼ିନାହିଁ ପଜିଟିଭ ରେଟ୍, ଆତଙ୍କିତ ନହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ
ଭୁବନେଶ୍ୱର(କେନ୍ୟୁଜ୍): କରୋନା ମୁକାବିଲା ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି । କୋଭିଡକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, BF.7 ଭାରିଆଣ୍ଟ ଦୁଇ ବର୍ଷ ହେଲାଣି ଅଛି । ଏବେ ଚୀନରେ କେସ୍ ବଢୁଥିବାରୁ ଚର୍ଚ୍ଚା…