ରାଜ୍ଯରେ ୨୪ ଘଣ୍ଟାରେ ୧୧ଶହ ୭୮ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୫୨ ପଜିଟିଭ୍
ଭୁବନେଶ୍ୱର(କେନ୍ୟୁଜ୍): କାୟା ମେଲାଉଛି କରୋନା । ଲଗାତାର ୩ ଦିନ ଧରି ୧ହଜାର ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ଶହ ୭୮ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୯୦ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୮ । ୧୮ ବର୍ଷ ଭିତରେ ଆଉ ୧୪୬ ଜଣ ସଂକ୍ରମିତ ହୋଇଛନ୍ତି ।…