Browsing Tag

odisha dg abhaya

ପୋଲିସ DG ଅଭୟଙ୍କ ଦିନିକିଆ ନୂଆପଡ଼ା ଗସ୍ତ, ମାଓ ସ୍ଥିତି ନେଇ କରିବେ ସମୀକ୍ଷା

ନୂଆପଡ଼ା(କେନ୍ଯୁଜ୍): ପୋଲିସ DG ଅଭୟଙ୍କ ଦିନିକିଆ ନୂଆପଡ଼ା ଗସ୍ତ। ଜିଲ୍ଲାରେ ମାଓ ସ୍ଥିତି ନେଇ ସମୀକ୍ଷା କରିବେ ଡିଜିପି। ସୁନାବେଡ଼ା ଅଭୟାରଣ୍ୟ ଗସ୍ତରେ ଯିବେ DGP। ସୁନାବେଡ଼ାରେ ଥିବା CRPF କ୍ୟାମ୍ପ ପରିଦର୍ଶନ କରିବେ। ମାଓ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଗତ ଦିନରେ ସଫଳତା ସହ କରିଛି।…

ଆଜି ପୋଲିସ୍ ଡିଜି ଅଭୟଙ୍କ ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲା ଗସ୍ତ

କେନ୍ଯୁଜ୍: ଆଜି ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ । ସକାଳ ସାଢେ ୧୦ଟାରେ ପ୍ରଥମେ ମାଲକାନଗିରି ଏମଭି-୩ ବିଏସଏଫ କ୍ୟାମ୍ପରେ ପହଞ୍ଚି ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମାଲକାନଗିରି ଜିଲ୍ଲାର ମାଓ ଇଲାକାରେ ଥିବା ବିଏସଏଫ କ୍ୟାମ୍ପକୁ…

କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ

କୋରାପୁଟ/ମାଲକାନଗିରି(କେନ୍ଯୁଜ୍): କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ସୁନାବେଡା ହାଲ୍‌ ହେଲିପ୍ୟାଡରେ ଅବତରଣ କରି ମାଲକାନଗିରି ଗସ୍ତ କରିଛନ୍ତି । ମାଲକାନଗିରିରୁ ଫେରିବା ପରେ କୋରାପୁଟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ମାଓ ଗତିବିଧି ଓ କରୋନା ସ୍ଥିତି…

ବଲାଙ୍ଗିରରେ ପୋଲିସ ଡିଜି ଅଭୟ, ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କରୁଛନ୍ତି ସ୍ଥିତି ସମୀକ୍ଷା

ବଲାଙ୍ଗିର: ବଲାଙ୍ଗିରରେ ପୋଲିସ ଡିଜି ଅଭୟ। ପଶ୍ଚିମ ଓଡ଼ିଶାରେ ଦିନକୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା କରୁଛନ୍ତି ପୋଲିସ ଡିଜି। ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଥାନା ପରିଦର୍ଶନ କାର୍ଯ୍ୟକ୍ରମ ରହିଛି।…

ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ, ଶୁଭାରମ୍ଭ କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ପୋଲିସ ଡିଜି ଅଭୟ ଏହାର ଶୁଭାରମ୍ଭ କରିଛନ୍ତି। ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। ୬ ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍‌ କାମ କରିବ। ୨୦୦ଜଣ ପୋଲିସଙ୍କୁ ଏଠି ଟ୍ରେନିଂ ଦିଆଯିବ। ସାଇବର କ୍ରାଇମରେ…

କନ୍ଧମାଳ ପରେ କଳାହାଣ୍ଡି ଯାଇ ମାଓ ସ୍ଥିତିର ସମୀକ୍ଷା କଲେ ଡିଜି ଅଭୟ

କଳାହାଣ୍ଡି: କନ୍ଧମାଳ ପରେ କଳାହାଣ୍ଡି । ଡିଜି ଅଭୟ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି । ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଗୁରୁତ୍ୱ ଦେଇଛନ୍ତି । ସମୀକ୍ଷା ବୈଠକରେ ସିଆରପିଏଫ ସ୍ୱତନ୍ତ୍ର ଡିଜି ଓ କଳାହାଣ୍ଡି ଏସ୍‌ପି ସାମିଲ ହୋଇଥିଲେ ।…

ମାଓବାଦୀ ମୁକ୍ତ ହେଲା ଓଡିଶାର ଆଉ ୫ ଜିଲ୍ଲା, ଘୋଷଣା କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର: ମାଓବାଦୀ ମୁକ୍ତ ହେଲା ଓଡିଶାର ଆଉ ୫ ଜିଲ୍ଲା । ସେଗୁଡିକ ହେଲେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ । ଏହାକୁ ମିଶାଇ ରାଜ୍ୟରେ ଆଉ ୧୧ ଜିଲ୍ଲା ମାଓ ମୁକ୍ତ ବୋଲି ଘୋଷଣା କରିଛନ୍ତି ପୋଲିସ ଡିଜି ଅଭୟ । ୨୦୧୮ରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ…

୬୦ ଘଣ୍ଟିଆ ସଟଡାଉନ ହଟିବା ପରେ ୩ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ଡିଜି ଅଭୟ

ଭଦ୍ରକ-ବାଲେଶ୍ୱର- ଯାଜପୁର ଜିଲ୍ଲାରେ ୬୦ ଘଣ୍ଟିଆ ସଟଡାଉନ ହଟିବା ପରେ ୩ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଯଣାଇଛନ୍ତି ପୋଲିସ ଡିଜି ଅଭୟ । ପୋଲିସ ଓ ପ୍ରଶାସନକୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ DGP ଜିଲ୍ଲାବାସୀଙ୍କୁ ଅପିଲ୍‌ କରିଛନ୍ତି । ସେହିପରି…