ବେଙ୍ଗାଳୁରୁରେ କାଲିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଡ଼ିଶା ଉତ୍ସବ, ପଦର୍ଶିତ ହେବ ଓଡ଼ିଶାର କଳା ଓ…
ବେଙ୍ଗାଳୁରୁ(କେନ୍ୟୁଜ୍) ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆସନ୍ତା କାଲି ଠାରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ବେଙ୍ଗାଳୁରୁ ରବୀନ୍ଦ୍ର କଳା କ୍ଷେତ୍ର ପରିସରରେ ଅନୁଷ୍ଠିତ ହେବ ଓଡ଼ିଶା ଉତ୍ସବ । ଏନେଇ ଆଜି ବେଙ୍ଗାଳୁରୁ ପ୍ରେସ କ୍ଳବ ପରିସରରେ ଏକ ସମ୍ବାଦିକ…