Browsing Tag

odisha festival

ବେଙ୍ଗାଳୁରୁରେ କାଲିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଡ଼ିଶା ଉତ୍ସବ, ପଦର୍ଶିତ ହେବ ଓଡ଼ିଶାର କଳା ଓ…

ବେଙ୍ଗାଳୁରୁ(କେନ୍ୟୁଜ୍) ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆସନ୍ତା କାଲି ଠାରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ବେଙ୍ଗାଳୁରୁ ରବୀନ୍ଦ୍ର କଳା କ୍ଷେତ୍ର ପରିସରରେ ଅନୁଷ୍ଠିତ ହେବ ଓଡ଼ିଶା ଉତ୍ସବ ।  ଏନେଇ ଆଜି ବେଙ୍ଗାଳୁରୁ ପ୍ରେସ କ୍ଳବ ପରିସରରେ ଏକ ସମ୍ବାଦିକ…

ନୂଆ ଖାଇରେ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶାର ସାରା ସହର, ଧୁମଧାମରେ ପାଳନ ହେଉଛି ନୂଆଖାଇ

ନୂଆଖାଇରେ ଉତ୍ସବ ମୁଖର କଳାହାଣ୍ଡି, ମାଣିକେଶ୍ୱରୀଙ୍କ ପୀଠରେ ଧୁମଧାମରେ ପାଳନ ହେଉଛି ନୂଆଖାଇନୂଆଖାଇ, ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ। ଯେଉଁଦିନ ଏଠାକାର ସମସ୍ତ ଦେବୀ ପୀଠରେ ନୂଆ ଅନ୍ନ ଭୋଗ ଓ ବସ୍ତ୍ର ଲାଗି ହେବା ସହିତ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଖାଇ ଏହି ପର୍ବକୁ ବଡ ଉତ୍ସାହର…

କୁଚିଣ୍ଡା: ଆଜି ମାଣବସା ଶେଷ ଗୁରୁବାର, ଜଗନ୍ନାଥ ମନ୍ଦିରକୁ ଯାଇ କିନ୍ନର ପାଳିଛନ୍ତି ସୁଦଶା ବ୍ରତ

କୁଚିଣ୍ଡା : ଆଜି ହେଉଛି ମାର୍ଗଶିର ମାସର ଶେଷ ମାଣବସା ଗୁରୁବାର । ତା ସହିତ ସୁଦଶା ବ୍ରତ । ଏହି ଅବସରରେ ଘରେ ଘରେ ମହିଳାମାନେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରୁଥିବା ବେଳେ କିନ୍ନର ସମାଜ ପକ୍ଷରୁ ମଧ୍ଯ ଏହାକୁ ଅତି ନିଷ୍ଠା ସହକାରେ ପାଳନ କରାଯାଇଛି । ଘରେ ଲକ୍ଷ୍ମୀ ପୂଜା କରିବା ସହିତ…

ଆଜି ହରିଶୟନ ଏକାଦଶୀ: ୪ ମାସ ଧରି ଚାଲିବ ମହାପ୍ରଭୁଙ୍କ ଶୟନଯାତ୍ରା, ଏହି ସମୟରେ ନିଷିଦ୍ଧ ରହିବ ସମସ୍ତ ମାଙ୍ଗଳିକ…

ପୁରୀ: ଆଜି ହରିଶୟନ ଏକାଦଶୀ । ଆଜିଠାରୁ ମହାପ୍ରଭୁଙ୍କ ଶୟନଯାତ୍ରା ୪ ମାସ ଧରି ଚାଲିବ । ଏହି ସମୟରେ ମହାପ୍ରଭୁ ନିଦ୍ରା ଯାଇ କାର୍ତ୍ତିକ ବଡ଼ ଏକାଦଶୀ ତିଥିରେ ଉଠିବେ । ସନାତନ ଧର୍ମରେ ଏହି ସମୟ ୪ ମାସରେ ଶୁଭ ବା ମାଙ୍ଗଳିକ କାର୍ଯ୍ୟ ନିଷିଦ୍ଧ ଥାଏ । ସାଧାରଣତଃ ଆଷାଢ ଶୁକ୍ଳ ଏକାଦଶୀଠାରୁ…

ଫିକା ମନରେ ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ରଜ ସଜବାଜ, ଆଉ କେଉଁଠି କରୋନା ପାଇଁ ସମସ୍ତ ଉତ୍ସବ ବନ୍ଦ

କେନ୍ଦ୍ରାପଡା/ମାହାଙ୍ଗା : ଆସିଛି ରଜ । ଆଜି ହେଉଛି ସଜବାଜ । କେତେ ଆନନ୍ଦ ଉଲ୍ଲାସରେ ପ୍ରତି ବର୍ଷ ପାଳନ ହୋଇଥାଏ ଏହି ପର୍ବ । କିନ୍ତୁ ଚଳିତ ବର୍ଷ ଫିକା ପଡିଛି ରଜ । କରୋନା ପାଇଁ ଚାରିଆଡେ ଲକ୍ ଡାଉନ୍ । ଫଳରେ ବାହାରକୁ ବାହାରିବା ମନା । ତେବେ ପୂର୍ବ ଭଳି ଆଗ୍ରହ ନଥିଲେ ବି,…

ଆଜି ରଜ ସଜବାଜ, ଚଳିତ ବର୍ଷ କରୋନା ପାଇଁ ଫିକା ପଡିବ ଦୋଳି ଖେଳର ମଜା

ଭୁବନେଶ୍ବର: ଆଜି ସଜବାଜ। ଆସନ୍ତାକାଲି ପହିଲି ରଜ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ସ୍ଥିତି ଦେଖି ଲକ୍‌ଡାଉନ୍‌ ଯୋଗୁ ଫିକାପଡିଛି ରଜ । ଏଥର ଦେଖିବାକୁ ମିଳିବନି ଦୋଳି ଖେଳର ମଜା । ତେବେ କେନ୍ଦୁଝର ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନ୍‌ ୧୬ ଯାଏଁ କଡା କଟକଣା ଜାରି କରାଯାଇଛି ।…

ଆରଡି ବାବା ଆଖଣ୍ଡଳମଣିଙ୍କ ସାରିଲା ମଙ୍ଗନା: ସଂଧ୍ୟାରେ ସମ୍ପନ୍ନ ହେବ ଦେବ ଦମ୍ପତିଙ୍କ ବିବାହ

ଚାନ୍ଦବାଲି : ନିରାଡମ୍ବରେ ଆରମ୍ଭ ହୋଇଛି ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ଉତ୍ସବ । ଶିବ ବିବାହ ପାଇଁ ପ୍ରଶାସନ ତରଫରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି । ତେବେ ପ୍ରଶାସନର ସମସ୍ତ କଟକଣାକୁ ମାନି ସେବାୟତମାନେ ଏହି ଉତ୍ସବ ପାଳନ କରୁଛନ୍ତି । ତେବେ ରିତିନିତୀ…

ସମ୍ବଲପୁର: ଆଜି ଶିବ ବିବାହ, ଲକ ଡାଉନ କଟକଣା ପାଇଁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ହେବ ମନ୍ଦିର ବେଢାରେ

ସମ୍ବଲପୁର: ଆଜି ହେଉଛି ଶିବ ବିବାହ । ଲକ ଡାଉନ ପାଇଁ କଟକଣା ମଧ୍ୟରେ ହେବ ସମସ୍ତ ମାଙ୍ଗଳିକ କାର୍ଯ୍ୟ । ସହରର ପ୍ରାୟ ସମସ୍ତ ଶିବ ମନ୍ଦିରରେ ବାହାଘର ପୂର୍ବର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରତି ବର୍ଷ ବିବାହ ଉତ୍ସବ କନ୍ୟା ଘରେ ହେଉଥିବା ବେଳେ ଚଳିତ ବର୍ଷ ମନ୍ଦିର ବେଢା ମଧ୍ୟରେ ଏହା…

ବାହାରିନ ମନାମାରେ ଇଣ୍ଡିଆନ୍ ହେରିଟେଜ୍ ଫେଷ୍ଟିଭାଲ

ବାହାରିନ(କେନ୍ୟୁଜ୍) : ବାହାରିନର ରାଜଧାନୀ ମନାମାଠାରେ ବାହାରିନ୍ ପ୍ରଦର୍ଶନୀ କେନ୍ଦ୍ରଠାରେ ଅନୁଷ୍ଠିତ ଇଣ୍ଡିଆନ୍ ହେରିଟେଜ୍ ଫେଷ୍ଟିଭାଲରେ ବାହାରିନ୍ ଓଡିଆ ସମାଜ ଅଂଶଗ୍ରହଣ କରିଥିଲେ। ବାହାରିନର ୪୭ତମ ଜାତୀୟ ଦିବସ ପାଳନ ଅବସରରେ ଏହା ଆୟୋଜିତ ହୋଇଥିଲା। ଇଣ୍ଡୋ-ବାହାରିନ୍ ସଂପର୍କକୁ…